ଅବ୍ରହାମ ମଲକୀଷେଦକଙ୍କୁ ଦଶମାଂଶ ଦେଲେ ଯେ ରୋଟୀ ଓ ଦ୍ରାକ୍ଷାରସ ଦ୍ୱାରା
ତାଙ୍କୁ ଆଶୀର୍ବାଦ ଦେଲେ, ଏବଂ ଦାଉଦ ଭବିଷ୍ୟବାଣୀ କଲେ ଯେ “ମଲକୀଷେଦକଙ୍କ ରୀତିର
ଅନୁସରଣ କରୁଥିବା ବ୍ୟକ୍ତି ସର୍ବଦା ନିମନ୍ତେ ଯାଜକ ପରମେଶ୍ୱର ଅଟନ୍ତି ।” ସଙ୍ଗରେ, ପ୍ରେରିତ ପାଉଲ
ଏହା ବ୍ୟାଖ୍ୟା କରୁଥାଇ କି “ମଲକୀଷେଦକଙ୍କ ପିତା ଓ ମାତା
ଏବଂ ବଂଶାବଳୀ ନାହିଁ,” ଖ୍ରୀଷ୍ଟଙ୍କ ବିଷୟରେ ସାକ୍ଷ୍ୟ ଦେଲେ
ଯେ ମାନବଜାତିର ଉଦ୍ଧାର ନିମନ୍ତେ ପବିତ୍ର ଆତ୍ମାଙ୍କ ଯୁଗରେ ଦ୍ୱିତୀୟ ଥର ଆସିବେ ।
ପୁରାତନ ନିୟମର ମଲକୀଷେଦକ ରୋଟୀ ଓ ଦ୍ରାକ୍ଷାରସ ଦ୍ୱାରା ଅବ୍ରହାମଙ୍କୁ
ଶାରୀରିକ ଆଶୀର୍ବାଦ ଦେଲେ । ସେମିତି ହିଁ, ଯୀଶୁ ନୂତନ ନିୟମ ନିସ୍ତାର ପର୍ବର ରୋଟୀ ଓ
ଦ୍ରାକ୍ଷାରସ ଦ୍ୱାରା ପାପକ୍ଷମା ଓ ଅନନ୍ତ ଜୀବନର ଆଶୀର୍ବାଦ ଦେଲେ ।
ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ନୂତନ ନିୟମର ନିସ୍ତାର ପର୍ବକୁ ପୁନଃସ୍ଥାପିତ କରି,
ଯାହା ୧,୬୦୦ ବର୍ଷରୁ ବିନଷ୍ଟ ଥିଲା, ସାକ୍ଷ୍ୟ ଦେଲେ କି ସେ ପରମେଶ୍ୱର ଅଟନ୍ତି
ଯେ ମଲକୀଷେଦକଙ୍କ ରୀତିରେ ଆସିଲେ ।
ଏହିରୂପେ ଅବ୍ରାମ କଦର୍ଲାୟୋମରକୁ ଓ ତାଙ୍କର ସହାୟ ରାଜଗଣକୁ ଜୟ କରି ବାହୁଡ଼ିଲା ଉତ୍ତାରେ...
ପୁଣି ଶାଲମର ରାଜା ମଲ୍କୀଷେଦକ ରୋଟୀ ଓ ଦ୍ରାକ୍ଷାରସ ଘେନି ଆସିଲେ; ସେ ସର୍ବୋପରିସ୍ଥ ପରମେଶ୍ଵରଙ୍କର ଯାଜକ...
ସେତେବେଳେ (ଅବ୍ରାମ) ସବୁ ଦ୍ରବ୍ୟର ଦଶମାଂଶ ତାଙ୍କୁ ଦେଲେ ।
ଆଦି ପୁସ୍ତକ ୧୪:୧୭-୨୦
ସେଥିରେ ଶିଷ୍ୟମାନେ ଯୀଶୁଙ୍କ ଆଦେଶ ଅନୁସାରେ କର୍ମ କରି ନିସ୍ତାର ପର୍ବର ଭୋଜ ପ୍ରସ୍ତୁତ କଲେ...
ଆଉ, ସେମାନେ ଭୋଜନ କରୁଥିବା ସମୟରେ ଯୀଶୁ ରୋଟୀ ଘେନି ଆଶୀର୍ବାଦ କଲେ...
ପୁଣି, ସେ ପାନପାତ୍ର[ଦ୍ରାକ୍ଷାରସ] ଘେନି ଧନ୍ୟବାଦ ଦେଲେ...
“କାରଣ ଯେଉଁ ନିୟମର ରକ୍ତ ଅନେକଙ୍କ ନିମନ୍ତେ
ପାପକ୍ଷମା ଉଦ୍ଦେଶ୍ୟରେ ପାତିତ ହେଉଅଛି, ଏ ମୋହର ସେହି ରକ୍ତ ।”
ମାଥିଉ ୨୬:୧୯-୨୮
ପୁଣି, ସୈନ୍ୟାଧିପତି ସଦାପ୍ରଭୁ ଏହି ପର୍ବତରେ... ସୁନିର୍ମଳୀକୃତ ପୁରାତନ ଦ୍ରାକ୍ଷାରସର ଏକ ଭୋଜ ପ୍ରସ୍ତୁତ କରିବେ...
ତାହା ସେ ଏହି ପର୍ବତରେ ବିନାଶ କରିବେ... ପୁଣି, ସେଦିନ ଏହି କଥା କୁହାଯିବ, “ଦେଖ, ଏହି ଆମ୍ଭମାନଙ୍କର ପରମେଶ୍ଵର; ଆମ୍ଭେମାନେ ତାହାଙ୍କୁ ଅପେକ୍ଷା କରିଅଛୁ ଓ ସେ ଆମ୍ଭମାନଙ୍କୁ ଉଦ୍ଧାର କରିବେ ।”
ଯିଶାଇୟ ୨୫:୬-୯
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି