ସ୍ୱର୍ଗ ଏକମାତ୍ର ଏପରି ସ୍ଥାନ ଅଟେ ଯେଉଁଠି କୌଣସି ମୃତ୍ୟୁ ବା ପୀଡ଼ା ନାହିଁ, କିନ୍ତୁ ଖୁସି ଉଚ୍ଛୁଳି ପଡୁଥାଏ; ତାହା ଆମ୍ଭମାନଙ୍କ ପ୍ରକୃତ ଘର ।
ପରମଶ୍ୱର ଆମ୍ଭକୁ ବିଶ୍ରାମ ଦିନ ଓ ନିସ୍ତାର ପର୍ବ ଯେପରି ଆପଣା ବ୍ୟବସ୍ଥାକୁ
ପାଳନ କରିବାକୁ କହିଲେ-ଯାହା ଆମ୍ଭମାନଙ୍କ ନିମନ୍ତେ ସ୍ୱର୍ଗ ଯିବାର ପଥ ଅଟ,
ଯାହାକୁ ସେ ତେବେ ସ୍ଥାପିତ କଲେ
ଯେଉଁ ସମୟରେ ସେ ଜଣେ ମନୁଷ୍ୟଙ୍କ ରୂପରେ ଏହି ପୃଥିବୀକୁ ଆସିଲେ ।
ଯେଉଁମାନଙ୍କୁ ସ୍ୱର୍ଗରେ ପ୍ରବେଶ କରିବାର ଅନୁମତି ନାହିଁ,
ସେମାନେ ଅସହାୟ ହୋଇ ନରକରେ ଯିବେ ।
ଯେଉଁ ସମୟରେ ଆମ୍ଭେ ପୃଥିବୀରେ ଜୀବନ ଯାପନ କରୁଅଛୁ, ସେହି ସମୟରେ ନିର୍ବାଚନର
ଏକମାତ୍ର ଅବସର ଅଟେ, ଠିକ୍ ଯେପରି ଯୀଶୁ ଆମ୍ଭକୁ ଧନୀ ଲୋକ
ଓ ନିର୍ଧନ ଲାଜାରର ଦୃଷ୍ଟାନ୍ତ ଦ୍ୱାରା ସିଖାଇଲେ
(ଲୂକ ୧୬:୧୯-୩୧) ।
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି