ବାଇବଲ ଭବିଷ୍ୟବାଣୀ କରେ ଯେ ପୃଥିବୀର ଯିରୂଶାଲମ ପରମେଶ୍ୱର ଏକ ଛାୟା ଭାବରେ ସ୍ଥାପିତ କରିଥିଲେ, ଯାହାଦ୍ୱାରା ସେ ଆମ୍ଭଣାନଙ୍କ ଉପରେ ବାସ୍ତବିକତା, ଅର୍ଥାତ୍ ଆତ୍ମିକ ଯିରୂଶାଲମ, ସ୍ୱର୍ଗୀୟ ମାତାଙ୍କୁ ପ୍ରକାଶ କରିପାରନ୍ତି । ତେଣୁକରି, ଯିରୂଶାଲମକୁ ଯାତ୍ରା କରିବା ନିମନ୍ତେ ଅନେକ ଲୋକ ଯେଉଁ ମହତ୍ତ୍ୱ ରଖନ୍ତି ତାହା ପଛରେ ଏହି ଅର୍ଥ ନିହିତ ଅଛି ଯେ ଆମ୍ଭମାନଙ୍କୁ ଯିରୂଶାଲମ ମାତା ପରମେଶ୍ବରଙ୍କ ନିକଟକୁ ଆସିବା ଉଚିତ୍ ।
ଅନେକ ଭବିଷ୍ୟଦ୍ବକ୍ତା ଭବିଷ୍ୟବାଣୀ କରିଅଛନ୍ତି ଯେ ପରିତ୍ରାଣ ଯିରୂଶାଲମ ମାତାଙ୍କ ନିକଟକୁ ଫେରିବା ଦ୍ୱାରା ଆସିଥାଏ, ଏବଂ ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ମଧ୍ୟ କହିଛନ୍ତି, "ମୁଁ ମାତାଙ୍କୁ ଅନୁସରଣ କରେ ।"
ତେଣୁକରି, ଯଦି ଆପଣ ଏହି ବାକ୍ୟଗୁଡ଼ିକୁ ପଢ଼ିଛନ୍ତି ଏବଂ ଶୁଣିଅଛନ୍ତି, ତେବେ ଆପଣଙ୍କୁ ଏହି ଶିକ୍ଷା ଅନୁସାରେ ପରମେଶ୍ୱରଙ୍କ ଆଶୀର୍ବାଦ ପ୍ରାପ୍ତ କରିବା ନିମନ୍ତେ ମାତା ପରମେଶ୍ୱରଙ୍କ ନିକଟକୁ ଆସିବା ଉଚିତ୍ ।
କିନ୍ତୁ ଊର୍ଦ୍ଧ୍ଵସ୍ଥ ଯିରୂଶାଲମ ସ୍ଵାଧୀନା, ସେ ଆମ୍ଭମାନଙ୍କ ଜନନୀ;
ଗାଲାତୀୟ ୪:୨୬
ଆତ୍ମା ଓ କନ୍ୟା କହନ୍ତି, ଆସ। ପୁଣି ଯେ ଶୁଣେ, ସେ କହୁ, ଆସ। ଯେ ତୃଷାର୍ତ୍ତ, ସେ ଆସୁ; ଯେ ଇଚ୍ଛା କରେ, ସେ ବିନାମୂଲ୍ୟରେ ଜୀବନଦାୟକ ଜଳ ପାନ କରୁ।
ପ୍ରକାଶିତ ବାକ୍ୟ ୨୨:୧୭
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି