ସାଲମନ୍ ମାଛ ଏବଂ କପୋତ ଯେତେ ଦୂର ଯାଆନ୍ତୁ ନା କାହିଁକି ଆପଣା ଜନ୍ମଭୂମିକୁ ଫେରିପାରନ୍ତି, ପରମେଶ୍ୱର କହିଅଛନ୍ତି, “ଆମ୍ଭେ ସେମାନଙ୍କ ଅନ୍ତରରେ ଆମ୍ଭର ବ୍ୟବସ୍ଥା ରଖିବା” ଏବଂ ନୂତନ ନିୟମର ବ୍ୟବସ୍ଥାକୁ ମାନବଜାତିର ହୃଦୟରେ ସ୍ଥାପନ କଲେ ଯାହାଦ୍ୱାରା ସେମାନେ ଆପଣା ଅନନ୍ତ ସ୍ୱର୍ଗୀୟ ଘରକୁ ଫେରିପାରିବେ ।
ଦୁଇ ହଜାର ବର୍ଷ ପୂର୍ବେ, ଯୀଶୁ ମାନବଜାତିଙ୍କୁ ସ୍ୱର୍ଗରାଜ୍ୟ ପ୍ରଦାନ କରିବା ନିମନ୍ତେ ଉତ୍ତମ ବିହନ [ବିଶ୍ରାମଦିନ ଏବଂ ନିସ୍ତାରପର୍ବ] ବୁଣିଥିଲେ ।
ତଥାପି, ପରେ ଭଲ ବିହନ ଅଦୃଶ୍ୟ ହୋଇଗଲା ଏବଂ ତାହାର ସ୍ଥାନରେ ବାଳୁଙ୍ଗା ବିହନ ଅର୍ଥାତ୍ ଶତ୍ରୁ ଶୟତାନ ଦ୍ୱାରା ବୁଣାଯାଇଥିବା ମନୁଷ୍ୟର ନିୟମ ତାହାର ସ୍ଥାନ ଗ୍ରହଣ କଲା ।
ଏହା ସତ୍ତ୍ୱେ, ପରମେଶ୍ୱରଙ୍କ ସନ୍ତାନମାନେ ସେମାନଙ୍କ ଆତ୍ମା ଉପରେ ଲିଖିତ ନୂତନ ନିୟମକୁ କେବେ ବି ଭୁଲନ୍ତି ନାହିଁ, କିନ୍ତୁ ଏହାକୁ ଆପଣା ହୃଦୟରେ ଅନୁଭବ କରିଥାନ୍ତି, ଏବଂ ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ଏବଂ ମାତା ପରମେଶ୍ୱରଙ୍କ ନିକଟକୁ ଆସନ୍ତି, ଯିଏ ସେମାନଙ୍କୁ ସ୍ୱର୍ଗରାଜ୍ୟକୁ, ସେମାନଙ୍କର ଆତ୍ମାର ମାତୃଭୂମିକୁ ମାର୍ଗଦର୍ଶନ କରିଥାନ୍ତି ।
ସଦାପ୍ରଭୁ କହନ୍ତି, ଦେଖ, ଯେଉଁ ସମୟରେ ଆମ୍ଭେ ଇସ୍ରାଏଲ-ବଂଶ ଓ ଯିହୁଦା-ବଂଶ ସହିତ ଏକ ନୂତନ ନିୟମ ସ୍ଥାପନ କରିବା, ଏପରି ସମୟ ଆସୁଅଛି;...
ମାତ୍ର ସଦାପ୍ରଭୁ କହନ୍ତି, ସେହି ସକଳ ଦିନର ଉତ୍ତାରେ ଆମ୍ଭେ ଇସ୍ରାଏଲ-ବଂଶ ସହିତ ଏହି ନିୟମ ସ୍ଥିର କରିବା; ଆମ୍ଭେ ସେମାନଙ୍କ ଅନ୍ତରରେ ଆମ୍ଭର ବ୍ୟବସ୍ଥା ରଖିବା ଓ ସେମାନଙ୍କ ହୃଦୟରେ ଆମ୍ଭେ ତାହା ଲେଖିବା; ଆଉ, ଆମ୍ଭେ ସେମାନଙ୍କର ପରମେଶ୍ଵର ହେବା ଓ ସେମାନେ ଆମ୍ଭର ଲୋକ ହେବେ;
ଯିରିମିୟ ୩୧: ୩୧-୩୩
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି