ପ୍ରେରିତ ଯୋହନ ଭବିଷ୍ୟବାଣୀ କରିଥିଲେ ଯେ କେବଳ ଆତ୍ମା ଓ କନ୍ୟା ମାନବଜାତିକ ଜୀବନଦାୟକ ଜଳ ଦେଇପାରିବେ ।
ଆମ୍ଭେ ବାଇବଲର ପଦଗୁଡ଼ିକୁ ପରୀକ୍ଷା କରି ଜାଣିପାରିବା ଯେ ଆତ୍ମା ଓ କନ୍ୟା କିଏ?
ପରମେଶ୍ୱର ପୁରୁଷ ଏବଂ ସ୍ତ୍ରୀକୁ ପରମେଶ୍ୱରଙ୍କ ପ୍ରତିମୂର୍ତ୍ତୀରେ ସୃଷ୍ଟି କରିଛନ୍ତି ଏବଂ ଉର୍ଦ୍ଧ୍ୱସ୍ଥ ଯିରୂଶାଲମ ଆମ୍ଭମାନଙ୍କ ମାତା, ଯେପରି ଏହା ଗାଲାତୀୟ ପୁସ୍ତକରେ ଲେଖା ହୋଇଛି ।
ସେ ପିତା ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ଅଟନ୍ତି, ଯିଏ ଆତ୍ମା ରୂପରେ ଆସିଛନ୍ତି ଏବଂ ମାତା ପରମେଶ୍ୱର ଅଟନ୍ତି ।
ବିଶ୍ୱ ମିଶନ ସଂସ୍ଥା ଚର୍ଚ୍ଚ ଅଫ୍ ଗଡ୍ ହେଉଛି ସେହି ସ୍ଥାନ ଯେଉଁଠାରେ ପିତା ପରମେଶ୍ୱର ଏବଂ ମାତା ପରମେଶ୍ୱର ମାନବଜାତିକୁ ପାପକ୍ଷମା, ଅନନ୍ତ ଜୀବନ ଏବଂ ପରିତ୍ରାଣ ପାଇବାକୁ ଆହ୍ୱାନ କରନ୍ତି ।
ଚର୍ଚ୍ଚ ଦ୍ୱାରା “ପିତା”, “ମାତା”, “ଭାଇ” ଏବଂ “ଭଉଣୀ” ଶୀର୍ଷକ ବ୍ୟବହାର କରିବାର କାରଣ ହେଉଛି ଯେ ସମସ୍ତ ମନୁଷ୍ୟ ସ୍ୱର୍ଗୀୟ ପରିବାରର ସଦସ୍ୟ ଅଟନ୍ତି ।
ପରମେଶ୍ୱର ଆମ୍ଭମାନଙ୍କ ପିତା ଏବଂ ମାତା ଅଟନ୍ତି ।
ଆତ୍ମା ଓ କନ୍ୟା କହନ୍ତି, ଆସ । ପୁଣି ଯେ ଶୁଣେ, ସେ କହୁ, ଆସ । ଯେ ତୃଷାର୍ତ୍ତ, ସେ ଆସୁ; ଯେ ଇଚ୍ଛା କରେ, ସେ ବିନାମୂଲ୍ୟରେ ଜୀବନଦାୟକ ଜଳ ପାନ କରୁ ।
ପ୍ରକାଶିତ ବାକ୍ୟ ୨୨:୧୭
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି