ଯେହେତୁ ମାନବଜାତି ବର୍ତ୍ତମାନ ଯନ୍ତ୍ରଣା, ପୀଡ଼ା ଏବଂ ଦୁଃଖରେ ପରିପୂର୍ଣ୍ଣ ଦୁନିଆରେ ବାସ କରୁଛି, ତେଣୁ ପରମେଶ୍ୱର ଆମକୁ ସ୍ୱର୍ଗର ରାଜ୍ୟ ଦେବାକୁ ଚାହାଁନ୍ତି, ଯେଉଁଠାରେ ମୃତ୍ୟୁ, ଯନ୍ତ୍ରଣା କିମ୍ବା ଦୁଃଖ ନାହିଁ, କିନ୍ତୁ ଅନନ୍ତ ଆନନ୍ଦ, ଖୁସି ଏବଂ ପ୍ରସନ୍ନତା ପ୍ରବାହିତ ହୋଇଥାଏ - ଏହା ହେଉଛି ପରମେଶ୍ୱରଙ୍କ ଯୋଜନା ।
ପରମେଶ୍ୱର ମାନବଜାତିକୁ ଅନନ୍ତ ସ୍ୱର୍ଗର ରାଜ୍ୟକୁ ଉତ୍ତରାଧିକାରୀ ଭାବରେ ଦେବାପାଇଁ ନୂତନ ନିୟମର ସ୍ଥାପନ କଲେ ।
ସ୍ୱର୍ଗରାଜ୍ୟରେ ଆଶୀର୍ବାଦକୁ ସଂରକ୍ଷଣ କରିବାର ଗୁପ୍ତ ରହସ୍ୟ, ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍, ଯିଏ ନୂତନ ନିୟମର ମଧ୍ୟସ୍ଥ ଭାବରେ ଆସିଛନ୍ତି, ଏବଂ ମାତା ପରମେଶ୍ୱର, ଯିଏ ନୂତନ ନିୟମର ବାସ୍ତବତା ଅଟନ୍ତି, ଙ୍କ ଅନୁସରଣ କରୁଥାଇ ବିଶ୍ରାମ ଦିନ ଏବଂ ନିସ୍ତାରପର୍ବ ଭଳି ପର୍ବଗୁଡ଼ିକୁ ପାଳନ କରିବା ଉଚିତ୍ ।
ସୈନ୍ୟାଧିପତି ସଦାପ୍ରଭୁ ଶପଥ କରି କହିଅଛନ୍ତି, ଆମ୍ଭେ ଯାହା ଭାବିଅଛୁ, ନିଶ୍ଚୟ ତଦ୍ରୂପ ଘଟିବ ଓ ଆମ୍ଭେ ଯେପରି ମନ୍ତ୍ରଣା କରିଅଛୁ, ସେପରି ସ୍ଥିର ହେବ;
ଯିଶାଇୟ ୧୪:୨୪
ପୁଣି ଈଶ୍ଵର ସ୍ଵୟଂ ସେମାନଙ୍କ ସଙ୍ଗରେ ରହିବେ ଓ ସେମାନଙ୍କ ଚକ୍ଷୁରୁ ସମସ୍ତ ଅଶ୍ରୁଜଳ ପୋଛିଦେବେ; ମୃତ୍ୟୁ ଆଉ ଘଟିବ ନାହିଁ; ଶୋକ କି କ୍ରନ୍ଦନ କି ବ୍ୟଥା ଆଉ ହେବ ନାହିଁ ; କାରଣ ପୂର୍ବ ବିଷୟସବୁ ଲୋପ ପାଇଅଛି ।
ପ୍ରକାଶିତ ବାକ୍ୟ ୨୧:୪
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି