ପରମେଶ୍ବର ଆମ୍ଭମାନଙ୍କୁ ସ୍ୱର୍ଗରାଜ୍ୟରେ ରାଜା ଭାବରେ ନିଯୁକ୍ତ କରିବାକୁ ପ୍ରତିଜ୍ଞା କରିଛନ୍ତି । ମାନବଜାତିଙ୍କୁ ପରମେଶ୍ୱରଙ୍କ ଇଚ୍ଛା ଅନୁଯାୟୀ ରାଜାଙ୍କ ରୁପରେ ସଠିକ୍ ମାର୍ଗରେ ଚାଲିବା ପାଇଁ, ଯାହା ଆବଶ୍ୟକ ତାହା ହେଉଛି ବିଶ୍ୱାସ, ଯାହାଦ୍ୱାରା ତାହାଙ୍କ ବାକ୍ୟ ଅନୁଯାୟୀ କାର୍ଯ୍ୟ କରିପାରିବା, ମନୁଷ୍ୟର ଦୃଷ୍ଟିକୋଣରୁ ନୁହେଁ ବରଂ ପରମେଶ୍ୱରଙ୍କ ଦୃଷ୍ଟିକୋଣରୁ ।
ମାନବ ଦୃଷ୍ଟିକୋଣରୁ ଯେଉଁ ମାର୍ଗ କଷ୍ଟସାଧ୍ୟ, କଠିନ ଏବଂ ଆହ୍ୱାନପୂର୍ଣ୍ଣ ମନେହୁଏ, ସେଗୁଡ଼ିକ ପ୍ରକୃତରେ ପରମେଶ୍ୱରଙ୍କ ଦୃଷ୍ଟିକୋଣରୁ ଦେଖାଗଲେ ପ୍ରେମ ଏବଂ ଆଶୀର୍ବାଦରେ ପରିପୂର୍ଣ୍ଣ ହୋଇଥାଏ ।
ତେଣୁକରି, ଚର୍ଚ୍ଚ ଅଫ୍ ଗଡ୍ ର ସଦସ୍ୟମାନେ ବିଶ୍ୱାସର ମାର୍ଗରେ ଅନୁସରଣ କରନ୍ତି, ବାଇବଲର ଆଦର୍ଶ ବାକ୍ୟ, “ପରମେଶ୍ୱର ଯେଉଁ ଆଡେ ଯାଆନ୍ତି, ତାହାଙ୍କର ଅନୁସରଣ କର” କୁ ସେମାନଙ୍କର ସର୍ବଶ୍ରେଷ୍ଠ ମାର୍ଗଦର୍ଶିକା ସିଦ୍ଧାନ୍ତ କରିଥାନ୍ତି ।
ଯେହେତୁ ସଦାପ୍ରଭୁ କହନ୍ତି, ଆମ୍ଭର ସଂକଳ୍ପସକଳ ତୁମ୍ଭମାନଙ୍କର ସଂକଳ୍ପ ପରି ନୁହେଁ, କିଅବା ତୁମ୍ଭମାନଙ୍କର ମାର୍ଗସକଳ ଆମ୍ଭର ମାର୍ଗ ପରି ନୁହେଁ ।
କାରଣ ପୃଥିବୀ ଅପେକ୍ଷା ଆକାଶମଣ୍ତଳ ଯେପରି ଉଚ୍ଚ, ସେପରି ଆମ୍ଭର ମାର୍ଗସକଳ ତୁମ୍ଭମାନଙ୍କର ମାର୍ଗ ଅପେକ୍ଷା ଓ ଆମ୍ଭର ସଂକଳ୍ପ ସକଳ ତୁମ୍ଭମାନଙ୍କ ସଂକଳ୍ପ ଅପେକ୍ଷା ଉଚ୍ଚତର ଅଟେ ।
ଯିଶାଇୟ :- ୫୫:୮-୯
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି