ପିତା ଆନ୍ ସାଙ୍ଗ୍ ହୋଙ୍ଗ୍ ଆମକୁ ଶିକ୍ଷା ଦେଇଛନ୍ତି ଯେ ସ୍ୱର୍ଗ ରାଜ୍ୟରେ ଏକ ସ୍ୱର୍ଗୀୟ ପରିବାର ଅଛି ଏବଂ ଆମକୁ ଏହି ସତ୍ୟ ପ୍ରତି ଜାଗ୍ରତ କରିଛନ୍ତି ଯେ ଆମଠାରେ ମାତା ପରମେଶ୍ୱର ଏବଂ ସ୍ୱର୍ଗୀୟ ଭାଇ ଏବଂ ଭଉଣୀମାନେ ଅଛନ୍ତି । ଏହା ବ୍ୟତିତ, ସେ ଆମକୁ ଏହା ମଧ୍ୟ ଆଜ୍ଞା ଦେଇଛନ୍ତି ଯେପରି ସେ ଆମ୍ଭମାନଙ୍କୁ ପ୍ରେମ କରିଛନ୍ତି, ସେହିପରି ଆମେ ପରସ୍ପରକୁ ପ୍ରେମ କରିବା ।
ଯେପରି ପରମେଶ୍ୱର ଆମକୁ କ୍ରୁଶରେ ମୃତ୍ୟୁ ସହ୍ୟ କରିବା ପର୍ଯ୍ୟନ୍ତ ପ୍ରେମ କରିଥିଲେ, ସେହିପରି ଆମେ ଜଗତକୁ ସେହି ପ୍ରେମ ବିସ୍ତାର କରି ଆମ ଭିତରେ ଥିବା ବ୍ୟବସ୍ଥାକୁ ପୂରଣ କରିପାରିବା । ପରମେଶ୍ୱରଙ୍କ ଚର୍ଚ୍ଚର ସଦସ୍ୟମାନେ “ପରସ୍ପରକୁ ପ୍ରେମ କର” ଆଜ୍ଞା ଅନୁସାରେ ଜୀବନଯାପନ କରିବାକୁ ପ୍ରାଥମିକତା ଦିଅନ୍ତି, ଯାହା କେବଳ ନିଜକୁ ନୁହେଁ, ସମସ୍ତଙ୍କୁ ପାପର କ୍ଷମା ପାଇବା, ଉଦ୍ଧାର ପାଇବା ଏବଂ ସ୍ୱର୍ଗରାଜ୍ୟରେ ପ୍ରବେଶ କରିବା ପାଇଁ ଲକ୍ଷ୍ୟ ରଖେ ।
ତୁମ୍ଭେମାନେ ପରସ୍ପରକୁ ପ୍ରେମ କର, ଏହି ନୂତନ ଆଜ୍ଞା ମୁଁ ତୁମ୍ଭମାନଙ୍କୁ ଦେଉଅଛି; ମୁଁ ଯେପରି ତୁମ୍ଭମାନଙ୍କୁ ପ୍ରେମ କରିଅଛି, ତୁମ୍ଭେମାନେ ମଧ୍ୟ ସେହିପରି ପରସ୍ପରକୁ ପ୍ରେମ କର ।
ଯଦି ତୁମ୍ଭମାନଙ୍କର ପରସ୍ପର ପ୍ରତି ପ୍ରେମ ଥାଏ, ତାହାହେଲେ ତୁମ୍ଭେମାନେ ଯେ ମୋହର ଶିଷ୍ୟ, ଏହା ସମସ୍ତେ ତଦ୍ଦ୍ଵାରା ଜ୍ଞାତ ହେବେ ।
ଯୋହନ ୧୩:୩୪-୩୫
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି