ମାନବଜାତି, ଯେଉଁମାନେ ଶୟତାନର ପ୍ରଲୋଭନ ହେତୁ ସ୍ୱର୍ଗରେ ବିଦ୍ରୋହର ପାପ
କରିବା ପରେ ପୃଥିବୀକୁ ଆସିଥିଲେ, କ୍ରୁଶରେ ପରମେଶ୍ବରଙ୍କ ପ୍ରେମ ଏବଂ ବଳିଦାନ ଦ୍ୱାରା
ପୁଣି ଥରେ ସ୍ୱର୍ଗୀୟ ପରିବାରର ଏକ ଅଂଶ ହୋଇଅଛି ।
ସେଥିପାଇଁ ଆମେ ପରମେଶ୍ବରଙ୍କଠାରୁ ପ୍ରାପ୍ତ ପ୍ରେମକୁ ଜଗତ ସହିତ ବିତରଣ କରିବା ଉଚିତ୍ ।
“ଭଲ ଭାଇ” ମାନଙ୍କ ବିଷୟରେ କାହାଣୀ ଏବଂ କୋରିଆ ଯୁଦ୍ଧ ସମୟରେ ହ୍ୱାଇଟ ହର୍ସ ହିଲର ଯୁଦ୍ଧ
ଏକ ଭଲ ଶିକ୍ଷା ଦେଇଥାଏ ଯେ ଆମେ ବାସ୍ତବରେ ସେତେବେଳେ ସ୍ୱର୍ଗୀୟ ପରିବାରର ଅଂଶ ହୋଇପାରିବା
ଯେତେବେଳେ ଆମେ ପରସ୍ପରକୁ ପରମେଶ୍ବରଙ୍କ ପ୍ରେମ ସହିତ ପ୍ରେମ କରୁ
ଏବଂ ପରସ୍ପର ପ୍ରତି ବିଚାରଶୀଳ ହେଉ ।
ହେ ପ୍ରିୟମାନେ, ଆସ, ଆମ୍ଭେମାନେ ପରସ୍ପରକୁ ପ୍ରେମ କରୁ,
କାରଣ ପ୍ରେମ ଈଶ୍ଵରଙ୍କଠାରୁ ଜାତ, ଆଉ ଯେକେହି ପ୍ରେମ କରେ, ସେ ଈଶ୍ଵରଙ୍କଠାରୁ ଜାତ
ଓ ଈଶ୍ଵରଙ୍କୁ ଜାଣେ । ଯେ ପ୍ରେମ କରେ ନାହିଁ, ସେ ଈଶ୍ଵରଙ୍କୁ ଜାଣେ ନାହିଁ, କାରଣ ଈଶ୍ଵର ତ ପ୍ରେମ ।
୧ଯୋହନ ୪:୭-୮
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି