ମଲ୍କୀଷେଦକଙ୍କ ରୀତି ଅନୁସାରେ ଯୀଶୁ ଚିରଦିନ ପାଇଁ ମହାଯାଜକ ଏଥିପାଇଁ ହେଲେ କାରଣ ଏହି ଯୁଗରେ ମଧ୍ଯ ନୂତନ ନିୟମର ନିସ୍ତାରପର୍ବ ଅଛି ଯାହାକି ତାହାଙ୍କୁ ଯାଜକ ରୂପେ ପାଳନ କରିବା ଆବଶ୍ୟକ ।
ଯେପରି ପୁରାତନ ନିୟମ ସମୟରେ ଅବ୍ରହାମଙ୍କୁ ରୋଟୀ ଓ ଦ୍ରାକ୍ଷାରସ ଦ୍ୱାରା ଆଶୀର୍ବାଦ ପ୍ରାପ୍ତ ହେଲା, ସେହିପରି ଯୀଶୁ ମାନବଜାତିକୁ ରୋଟୀ ଓ ଦ୍ରାକ୍ଷାରସ ମାଧ୍ୟମରେ ଅନନ୍ତ ଜୀବନର ଆଶୀର୍ବାଦ ଦେଲେ ।
ଯୀଶୁଙ୍କ ପରି, ଦ୍ବିତୀୟ ଆଗମନ ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ମଧ୍ୟ ମଲ୍କୀଷେଦକଙ୍କର ରୀତିରେ ମହାଯାଜକ ଭାବରେ ସେବା କଲେ ଏବଂ ନୂତନ ନିୟମ ନିସ୍ତାରପର୍ବର ରୋଟୀ ଓ ଦ୍ରାକ୍ଷାରସ ଦ୍ବାରା ଅନନ୍ତ ଜୀବନର ଆଶୀର୍ବାଦ ପ୍ରଦାନ କଲେ ।
ଏହି ଯୁଗରେ, କେବଳ ଯେଉଁମାନେ ପୁରାତନ ନିୟମରୁ ହାରୋଣର ରୀତିକୁ ନାହିଁ, ମାତ୍ର ନୂତନ ନିୟମର ମଲ୍କୀଷେଦକର ରୀତିକୁ ପାଳନ କରନ୍ତି, କେବଳ ସେହିମାନେ ପ୍ରତିଜ୍ଞାର ସନ୍ତାନ ହୋଇପାରିବେ ଯେଉଁମାନେ ପରମେଶ୍ବରଙ୍କ ପ୍ରତିଜ୍ଞା ଅଧିକାରୀ ଅଟନ୍ତି ।
ଏଣୁ ଈଶ୍ଵର ପ୍ରତିଜ୍ଞାର ଅଧିକାରୀମାନଙ୍କ ନିକଟରେ ଆପଣା ସଂକଳ୍ପର ଅଟଳତା ଅଧିକ ସ୍ପଷ୍ଟ ଭାବରେ ପ୍ରକାଶ କରିବାକୁ ଇଚ୍ଛା କରି ପ୍ରତିଜ୍ଞା ସହ ଶପଥ ମଧ୍ୟ କରିଥିଲେ,
ଆଉ, ଯୀଶୁ ସେହି ସ୍ଥାନରେ ମଲ୍କୀଷେଦକଙ୍କ ସଦୃଶ ଅନନ୍ତ କାଳୀନ ମହାଯାଜକ ହୋଇ ଆମ୍ଭମାନଙ୍କର ଅଗ୍ରଗାମୀ ରୂପେ ପ୍ରବେଶ କରିଅଛନ୍ତି ।
ଏବ୍ରୀ ୬:୧୭-୨୦
ଅର୍ଥାତ୍, ସୁସମାଚାର ଦ୍ଵାରା ଖ୍ରୀଷ୍ଟ ଯୀଶୁଙ୍କଠାରେ ବିଜାତିମାନେ ମଧ୍ୟ ଅଂଶାଧିକାରୀ, ଏକ ଶରୀରର ଅଙ୍ଗପ୍ରତ୍ୟଙ୍ଗ ଓ ପ୍ରତିଜ୍ଞାର ସହଭାଗୀ ଅଟନ୍ତି;
ଏଫିସୀୟ ୩:୬
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି