ତାଲମୁଦରେ, ଜଣେ ପୁତ୍ର ବିଷୟରେ ଏକ କାହାଣୀ ଅଛି ଯିଏ ନିଜ ପିତାଙ୍କ ଇଚ୍ଛାରେ ଥିବା ରହସ୍ୟକୁ ହୃଦୟଙ୍ଗମ କରେ ଏବଂ ପିତାଙ୍କ ସମ୍ପତ୍ତିର ଉତ୍ତରାଧିକାରୀ ହୋଇଯାଏ । ମାନବଜାତି ସ୍ୱର୍ଗର ଗୌରବମୟ ରାଜ୍ୟ ପାଇବା ପାଇଁ, ସେମାନେ ନିଶ୍ଚିତ ଭାବରେ ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ଓ ମାତା ପରମେଶ୍ୱରଙ୍କ ବାକ୍ୟ ବୁଝିବା ଆବଶ୍ୟକ, ଯାହା ବାଇବଲର ୬୬ ଟି ପୁସ୍ତକରେ ଅଛି ।
କେବଳ ମହାଯାଜକ ବର୍ଷକୁ କେବଳ ଗୋଟିଏ ଦିନ ମହାପବିତ୍ର ସ୍ଥାନକୁ ପ୍ରବେଶ କରିପାରୁଥିଲେ ।
ଏହି ଦିନ ପ୍ରାୟଶ୍ଚିତ୍ତ ଦିନ ଥିଲା । ଯେତେବେଳେ ଯୀଶୁ ମୃତ୍ୟୁ ବରଣ କଲେ, ପବିତ୍ରସ୍ଥାନର ବିଚ୍ଛେଦବସ୍ତ୍ର ଛିଣ୍ଡିଗଲା ଏବଂ ପବିତ୍ର ସ୍ଥାନକୁ ଯିବା ପାଇଁ ରାସ୍ତା ଖୋଲା ହେଲା ।
ବର୍ତ୍ତମାନଠାରୁ, ମାନବଜାତିକୁ ମୃତ୍ୟୁର ପାପକୁ ଯାହା ସେମାନେ ସ୍ୱର୍ଗରେ କଲେ, ଶୟତାନକୁ ସମର୍ପଣ କରିବାକୁ ପଡିବ, ଯିଏ ଅଜାଜେଲ ଭାବରେ ଚିତ୍ରିତ । ଏବଂ ଅନନ୍ତ ପ୍ରାୟଶ୍ଚିତ୍ତ କରିବାକୁ, ସେମାନେ ମାତା ପରମେଶ୍ୱରଙ୍କ ନିକଟକୁ ଆସିବା ଉଚିତ, ଯେ ପବିତ୍ର ସ୍ଥାନର ବାସ୍ତବତା ଅଟନ୍ତି ।
କିନ୍ତୁ ଯୀଶୁ ପୁନର୍ବାର ଉଚ୍ଚ ସ୍ଵରରେ ଡାକି ପ୍ରାଣତ୍ୟାଗ କଲେ । ପୁଣି ଦେଖ, ମନ୍ଦିରର ବିଚ୍ଛେଦବସ୍ତ୍ର ଉପରୁ ତଳ ପର୍ଯ୍ୟନ୍ତ ଚିରି ଦୁଇ ଖଣ୍ତ ହେଲା...
ମାଥିଉ ୨୭:୫୦–୫୧
ମୁଁ ସେହି ନଗରୀରେ କୌଣସି ମନ୍ଦିର ଦେଖିଲି ନାହିଁ, କାରଣ ପ୍ରଭୁ, ସର୍ବଶକ୍ତିମାନ ଈଶ୍ଵର ଓ ମେଷଶାବକ ସେଥିର ମନ୍ଦିର ସ୍ଵରୂପ ଅଟନ୍ତି ।
ପ୍ରକାଶିତ ବାକ୍ୟ ୨୨:୨୨
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି