ଏହି ପୃଥିବୀରେ ଲୋକମାନେ, ଧନୀ ହୁଅନ୍ତୁ ବା ଗରିବ, ଏକ କ୍ଳାନ୍ତିକର ଜୀବନ ବିତାନ୍ତି। ନୂତନ ନିୟମର ନିସ୍ତାର ପର୍ବ ପାଳନ କରି ଆମ୍ଭେମାନେ ପରମେଶ୍ୱରଙ୍କ ସହ ଏକ ଶରୀର ଓ ପରିବାର ହୋଇଅଛୁ। ପରମେଶ୍ୱର ଆମ୍ଭମାନଙ୍କ ପିତା ହୋଇଥିବାରୁ, ତାହାଙ୍କ ସନ୍ତାନ ଭାବରେ ଆମ୍ଭମାନଙ୍କ ନାଗରିକତା ସ୍ୱର୍ଗରେ ଅଛି। ପରମେଶ୍ୱରଙ୍କ ସନ୍ତାନ ଭାବରେ, ଆସନ୍ତୁ ଆମ୍ଭେମାନେ ପରମେଶ୍ୱରଙ୍କ ବାକ୍ୟ ଅନୁସାରେ ଧାର୍ମିକ ଜୀବନଯାପନ କରିବା, ଏବଂ ସ୍ୱର୍ଗର ଗୌରବମୟ ରାଜ୍ୟରେ ପାଇବାକୁ ଥିବା ଆନନ୍ଦ ଓ ସୁଖ ନିମନ୍ତେ ନିଷ୍ଠାର ସହ ସ୍ୱର୍ଗରେ ଆଶୀର୍ବାଦ ସଞ୍ଚୟ କରିବା।
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି