ସମସ୍ତ ଚର୍ଚ୍ଚ ପରମେଶ୍ୱରଙ୍କୁ ସେମାନଙ୍କର ସମ୍ପ୍ରଦାୟ ନିର୍ବିଶେଷରେ "ପିତା" ଭାବରେ ଉଲ୍ଲେଖ କରିବାକୁ ସହମତ ହୁଅନ୍ତି ।
ସମଗ୍ର ଇତିହାସରେ, ମାନବଜାତି କେବଳ ଜଣେ ପରମେଶ୍ୱର, ପିତା ପରମେଶ୍ୱରଙ୍କୁ ଆରାଧନା ଏବଂ ତାହାଙ୍କ ଉପରେ ବିଶ୍ୱାସ କରିଆସିଛି, କିନ୍ତୁ ବାଇବଲ ଆମ୍ଭମାନଙ୍କୁ ବାରମ୍ବାର ଶିକ୍ଷା ଦେଇଅଛି ଯେ ମାନବଜାତି ନିମନ୍ତେ ଜୀବନ ପ୍ରାପ୍ତ କରିବା ଏବଂ ସ୍ୱର୍ଗର ଅନନ୍ତରାଜ୍ୟରେ ପ୍ରବେଶ କରିବା ନିମନ୍ତେ ମାତା ପରମେଶ୍ୱରଙ୍କ ଅସ୍ତିତ୍ୱ ଆବଶ୍ୟକ ଅଟେ ।
ପରମେଶ୍ୱର ସମୁଦ୍ରର ମାଛ, ଭୂମିର ଜୀବଜନ୍ତୁ, ଆକାଶର ପକ୍ଷୀ, ଉଦ୍ଭିଦର ଜଗତ, ଏବଂ ଏପରିକି ମନୁଷ୍ୟମାନଙ୍କୁ ମଧ୍ୟ ମାତା ପରମେଶ୍ୱରଙ୍କ ମାଧ୍ୟମରେ ଜୀବନ ପ୍ରାପ୍ତ କରିବା ପାଇଁ ସୃଷ୍ଟି କରିଅଛନ୍ତି, ଯାହାଦ୍ୱାରା ଆମେ ପରମେଶ୍ୱରଙ୍କୁ ଅନୁଭବ କରିପାରିବା, ଏବଂ ଏହା ଉଦ୍ଦେଶ୍ୟ ରଖିଲେ ଯେ ଆମ୍ଭେମାନେ ସେହି ମାତା ପରମେଶ୍ୱରଙ୍କୁ ଅନୁଭବ କରିବା ଯିଏକି ସମସ୍ତ ବିଷୟର ବ୍ୟବସ୍ଥା ମାଧ୍ୟମରେ ଜୀବନ ପ୍ରଦାନ କରନ୍ତି ।
ହେ ଆମ୍ଭମାନଙ୍କର ପ୍ରଭୁ ଓ ଈଶ୍ଵର, ତୁମ୍ଭେ ଗୌରବ, ସମ୍ଭ୍ରମ ଓ ପରାକ୍ରମ ପାଇବାକୁ ସୁଭାଜନ ଅଟ, ତୁମ୍ଭେ ସମସ୍ତ ସୃଷ୍ଟି କରିଅଛ, ଆଉ ତୁମ୍ଭ ଇଚ୍ଛାରେ ସେହିସବୁ ସତ୍ତ୍ଵ ପ୍ରାପ୍ତ ହୋଇ ସୃଷ୍ଟ ହୋଇଅଛି ।
ପ୍ରକାଶିତ ବାକ୍ୟ ୪:୧୧
ଅନନ୍ତର ପରମେଶ୍ଵର ଆପଣା ପ୍ରତିମୂର୍ତ୍ତିରେ ମନୁଷ୍ୟକୁ ସୃଷ୍ଟି କଲେ; ପରମେଶ୍ଵରଙ୍କ ପ୍ରତିମୂର୍ତ୍ତିରେ ସେ ତାହାକୁ ସୃଷ୍ଟି କଲେ; ପୁରୁଷ ଓ ସ୍ତ୍ରୀ କରି ସେ ସେମାନଙ୍କୁ ସୃଷ୍ଟି କଲେ ।
ଆଦିପୁସ୍ତକ ୧:୨୭
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି