ଦୁନିଆରେ ଅନେକ ଶବ୍ଦ ଅଛି, କିନ୍ତୁ ନିଦ୍ରିତ ଆତ୍ମାକୁ ଜାଗ୍ରତ କରିବାର ଏକମାତ୍ର ସ୍ୱର ହେଉଛି ପିତା ଆନ୍ ସାଙ୍ଗ୍ ହୋଙ୍ଗ୍ ଏବଂ ମାତା ପରମେଶ୍ୱରଙ୍କ ସ୍ୱର, ଯିଏ ଏହି ଅନ୍ଧକାର ଜଗତକୁ ବଞ୍ଚାଇବା ପାଇଁ ଆସିଛନ୍ତି ।
ଯେତେବେଳେ ଆମେ ବିଶ୍ରାମ ଏବଂ ନିସ୍ତାରପର୍ବ ମାଧ୍ୟମରେ ଦିଆଯାଇଥିବା ପରିତ୍ରାଣର ଖବର ଘୋଷଣା କରୁ, ସେତେବେଳେ ଶୋଇଥିବା ଆତ୍ମାମାନେ ଜାଗ୍ରତ ହେବେ ଏବଂ ପରିତ୍ରାଣ ପାଇବେ ।
ଯେପରି ନିନିବୀର ସମସ୍ତ ୧,୨୦,୦୦୦ ଲୋକ ଯୂନସଙ୍କ ଗମ୍ଭୀର ଚିତ୍କାର ଦ୍ୱାରା ଜାଗ୍ରତ ହୋଇଥିଲେ, ଏବଂ ଏକ ଦିନରେ ୩,୦୦୦ ଲୋକ ପିତରଙ୍କ ଚିତ୍କାରରେ ଅନୁତାପ କଲେ, ଯିଏକି ପବିତ୍ର ଆତ୍ମାଙ୍କୁ ପ୍ରାପ୍ତ କରିଥିଲେ, ଆଜି, ଯେତେବେଳେ ଆମେ ପରମେଶ୍ୱରଙ୍କ ବାକ୍ୟକୁ କାର୍ଯ୍ୟକାରୀ କରିବା, "ମୋ ତରଫରୁ ଜଗତକୁ ଜାଗ୍ରତ କର," ଶୟନଶୀଳ ଆତ୍ମାମାନେ ଜାଗ୍ରତ ହେବେ ଏବଂ ଭୁଲ ଏବଂ ସ୍ୱର୍ଗ-ନର୍କର ପ୍ରଭେଦ କରିପାରିବେ ।
ଅନନ୍ତର ସାତ ଦିନ ସମାପ୍ତ ହେଲା ଉତ୍ତାରେ ସଦାପ୍ରଭୁଙ୍କର ଏହି ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା, ଯଥା; ହେ ମନୁଷ୍ୟ-ସନ୍ତାନ, ଆମ୍ଭେ ଇସ୍ରାଏଲ-ବଂଶ ପ୍ରତି ତୁମ୍ଭକୁ ପ୍ରହରୀ କରି ନିଯୁକ୍ତ କରିଅଛୁ; ଏହେତୁ ଆମ୍ଭ ମୁଖର କଥା ଶୁଣ ଓ ଆମ୍ଭ ନାମରେ ସେମାନଙ୍କୁ ଚେତନା ଦିଅ ।
ଯିହିଜିକଲ ୩:୧୬-୧୭
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି