ଆମ ଜୀବନ କାଳରେ, ଅନେକ ଭିନ୍ନ କାର୍ଯ୍ୟକଳାପ ଅଛି, ଯେପରିକି ବିଭିନ୍ନ ବୃତ୍ତିରେ କାର୍ଯ୍ୟ କରିବା ଏବଂ ଜ୍ଞାନର ବିକାଶ କରିବା ।
କିନ୍ତୁ, ପରିଶେଷରେ, ଯେତେବେଳେ ଆମେ ଆତ୍ମା ଓ କନ୍ୟା, ପିତା ଆନ୍ ସାଙ୍ଗ୍ ହୋଙ୍ଗ୍ ଏବଂ ମାତା ପରମେଶ୍ୱରଙ୍କୁ ପାଇଥାଉ, ତେବେ ଆମେ ଜୀବନଦାୟକ ଜଳ ଗ୍ରହଣ କରିପାରିବା, ଆମର ପାପ କ୍ଷମା ପାଇପାରିବା ଏବଂ ଆମର ଅନନ୍ତ ଘରକୁ, ସ୍ୱର୍ଗରାଜ୍ୟକୁ ଫେରିପାରିବା ।
ବାଇବଲ, ଯାହା ପବିତ୍ରଆତ୍ମାଙ୍କ ଦ୍ୱାରା ପ୍ରେରିତ ଲୋକମାନଙ୍କ ଦ୍ୱାରା ଲିଖିତ ଏକ ଭବିଷ୍ୟବାଣୀର ପୁସ୍ତକ, ଭବିଷ୍ୟବାଣୀ କରେ ଯେ ପରମେଶ୍ୱର, ଯେ ସତ୍ୟର ଆଲୋକ, ଅନ୍ଧକାରରେ ଆଚ୍ଛାଦିତ ପୃଥିବୀକୁ ଆସିବେ ଏବଂ ମାନବଜାତିକୁ ରକ୍ଷା କରିବେ ଏବଂ ଏଦନ ଉଦ୍ୟାନର ଶୟତାନ, ଯେ ମାତା ପରମେଶ୍ୱରଙ୍କୁ ବିରୋଧ କରେ, ସେ ବିନାଶର ସମ୍ମୁଖୀନ ହେବ ।
“ଆଉ ଆମ୍ଭେ ତୁମ୍ଭର ଓ ନାରୀର ମଧ୍ୟରେ, ପୁଣି ତୁମ୍ଭ ବଂଶ ଓ ତାଙ୍କ ବଂଶ ମଧ୍ୟରେ ବୈରଭାବ ଜନ୍ମାଇବା; ସେ ତୁମ୍ଭର ମସ୍ତକକୁ ଆଘାତ କରିବେ ଓ ତୁମ୍ଭେ ତାହାଙ୍କ ଗୋଇଠିକି ଆଘାତ କରିବ ।”
ଆଦିପୁସ୍ତକ ୩:୧୫
ସେଥିରେ ସର୍ପ ସ୍ତ୍ରୀଲୋକଙ୍କ ଉପରେ ମହାକ୍ରୁଦ୍ଧ ହୋଇ, ତାହାଙ୍କ ବଂଶର ଯେଉଁ ଅବଶିଷ୍ଟ ଲୋକମାନେ ଈଶ୍ଵରଙ୍କ ଆଜ୍ଞା ପାଳନ କରନ୍ତି ଓ ଯୀଶୁଙ୍କ ବିଷୟରେ ସାକ୍ଷ୍ୟ ଦାନ କରନ୍ତି, ସେମାନଙ୍କ ସହିତ ଯୁଦ୍ଧ କରିବାକୁ ଚାଲିଗଲା ।
ଏବଂ ସେ ସମୁଦ୍ରର ବାଲି ଉପରେ ଠିଆ ହେଲେ।
ପ୍ରକାଶିତ ବାକ୍ୟ ୧୨:୧୭-୧୩:୧
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି