ବାବିଲୋନ୍ ସମୟରେ ଯେତେବେଳେ ଦାନିୟେଲ ରହୁଥିଲେ, ପରମେଶ୍ୱର ସେହି ରାଜ୍ୟ ଗୁଡ଼ିକ ବିଷୟରେ ଭବିଷ୍ୟବାଣୀ କରିଥିଲେ ଯାହା ଭବିଷ୍ୟତରେ ଉତ୍ପନ୍ନ ହେବ, ଯେପରିକି ମାଦିୟ-ପାରସୀକ, ଯବନ(ଗ୍ରୀସ୍) ଏବଂ ରୋମ୍ ।
ଆହୁରି ମଧ୍ୟ, ପରମେଶ୍ୱର ସାକ୍ଷ୍ୟ ଦେଇଛନ୍ତି ଯେ ବାଇବଲ ବିଜ୍ଞାନଠାରୁ ଉନ୍ନତ ଅଟେ ।
ଏହି ଜିନିଷଗୁଡ଼ିକ ମାଧ୍ୟମରେ, ପରମେଶ୍ୱର ଚାହୁଁଥିଲେ ଯେ ମାନବଜାତି ସ୍ୱର୍ଗର ଗୌରବମୟ ରାଜ୍ୟ ପ୍ରତି ବିଶ୍ୱାସ କରନ୍ତୁ ଏବଂ ଭରସା ରଖନ୍ତୁ ଯେଉଁଠାରେ ସେମାନେ ଭବିଷ୍ୟତରେ ପ୍ରବେଶ କରିବେ ।
ବାଇବଲ ଭବିଷ୍ୟବାଣୀ ଅନୁଯାୟୀ ସମସ୍ତ ବିଷୟ ପୂରଣ ହେଲା - ପ୍ରଥମ ଆଗମନ ଖ୍ରୀଷ୍ଟଙ୍କ ଜୀବନ, ଦ୍ୱିତୀୟ ଆଗମନ ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ଏବଂ ମାତା ପରମେଶ୍ୱରଙ୍କ ବିଷୟରେ ଭବିଷ୍ୟବାଣୀ, ଏବଂ ୧୯୪୮ ରେ ଇସ୍ରାଏଲର ସ୍ୱାଧୀନତା ।
ଆହୁରି ମଧ୍ୟ ଭବିଷ୍ୟବାଣୀ ଅଛି ଯାହା ପରମେଶ୍ୱର ମାନବଜାତି ପାଇଁ ଛାଡିଛନ୍ତି, ଯେଉଁମାନେ ବିଭିନ୍ନ ବିପର୍ଯ୍ୟୟ ଏବଂ ଜଳବାୟୁ ସମସ୍ୟା ହେତୁ ବିପଦରେ ଅଛନ୍ତି । ପରମେଶ୍ୱର କହିଛନ୍ତି ଯେ ମାନବଜା ଶୀଘ୍ର ସିୟୋନରେ ପ୍ରବେଶ କରିବେ, ଯେଉଁଠାରେ ସେମାନେ ବିପତ୍ତିରୁ ରକ୍ଷା ପାଇପାରିବେ ।
ଆଉ ତଦ୍ଦ୍ଵାରା ସେହି କାଳର ଜଗତ ଜଳରେ ପ୍ଳାବିତ ହୋଇ ବିନଷ୍ଟ ହେଲା;
ପୁଣି, ଏହି ବର୍ତ୍ତମାନ ଆକାଶମଣ୍ତଳ ଓ ପୃଥିବୀ ସେହି ବାକ୍ୟ ଦ୍ଵାରା ଅଧାର୍ମିକ ଲୋକମାନଙ୍କର ବିଚାର ଓ ବିନାଶର ଦିନ ପର୍ଯ୍ୟନ୍ତ ସଞ୍ଚିତ ହୋଇ ଅଗ୍ନି ନିମନ୍ତେ ରକ୍ଷିତ ହୋଇଅଛି ।
୨ପିତର ୩:୬-୭
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି