ଯଦିଓ ସମସ୍ତ ବାଇବଲରେ ଏହାର ସାକ୍ଷ୍ୟ ଦିଆଯାଇଅଛି, ତଥାପି କିଛି ଲୋକ ପିତା ପରମେଶ୍ୱର ଏବଂ ମାତା ପରମେଶ୍ୱରଙ୍କୁ ବିଶ୍ୱାସ କରିବାରେ ବିଫଳ ହୁଅନ୍ତି, ଏବଂ ଯଦିଓ ସେମାନେ ପରମେଶ୍ୱରଙ୍କୁ "ପିତା" ବୋଲି କହନ୍ତି, ସେମାନେ ନୂତନ ନିୟମର ନିସ୍ତାରପର୍ବ ପାଳନ କରନ୍ତି ନାହିଁ, ଯାହାକି ପରମେଶ୍ୱରଙ୍କ ମାଂସ ଏବଂ ରକ୍ତକୁ ଉତ୍ତରାଧିକାର ଭାବରେ ପ୍ରାପ୍ତ କରିବାର ଉପାୟ ଅଟେ ।
ଏହିପରି ଲୋକମାନେ ଶେଷରେ ପରମେଶ୍ବରଙ୍କ ଠାରୁ ପୃଥକ ହୋଇଯିବେ ।
ପରମେଶ୍ୱର କହିଲେ, “ଆମ୍ଭେ ତୁମ୍ଭମାନଙ୍କର ପିତା ହେବା, ପୁଣି, ତୁମ୍ଭେମାନେ ଆମ୍ଭର ପୁତ୍ରକନ୍ୟା ହେବ,” ଏବଂ ଏହି ପାରିବାରିକ ଉପାଧି ମାଧ୍ୟମରେ, ସେ ଆମ୍ଭମାନଙ୍କୁ ଜଣାଇଲେ ଯେ ସମସ୍ତ ମାନବଜାତି ଏକ ଆତ୍ମିକ ସ୍ୱର୍ଗୀୟ ପରିବାର ଅଟେ ।
ତେଣୁକରି, ଚର୍ଚ୍ଚ ଅଫ୍ ଗଡ୍ ର ସଦସ୍ୟମାନେ, ସ୍ୱର୍ଗୀୟ ପରିବାର ଭାବରେ, ପିତା ପରମେଶ୍ୱର ଏବଂ ମାତା ପରମେଶ୍ୱରଙ୍କ ଠାରେ ବିଶ୍ୱାସ କରନ୍ତି, ଏବଂ ବିଶ୍ୱାସର ମାର୍ଗରେ ଚାଲନ୍ତି, ପରସ୍ପରକୁ ଭାଇ ଓ ଭଉଣୀମାନଙ୍କ ପରି ପ୍ରେମ କରନ୍ତି ।
ଏଣୁ ପ୍ରଭୁ ଏହା କହନ୍ତି, “...ଆମ୍ଭେ ତୁମ୍ଭମାନଙ୍କୁ ଗ୍ରହଣ କରିବା,”
ଆମ୍ଭେ ତୁମ୍ଭମାନଙ୍କର ପିତା ହେବା, ପୁଣି, ତୁମ୍ଭେମାନେ ଆମ୍ଭର ପୁତ୍ରକନ୍ୟା ହେବ, ଏହା ସର୍ବଶକ୍ତିମାନ ପ୍ରଭୁ କହନ୍ତି ।
୨କରିନ୍ଥୀୟ ୬:୧୭-୧୮
କିନ୍ତୁ ଊର୍ଦ୍ଧ୍ଵସ୍ଥ ଯିରୂଶାଲମ ସ୍ଵାଧୀନା, ସେ ଆମ୍ଭମାନଙ୍କ ଜନନୀ;
ଗାଲାତୀୟ ୪:୨୬
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି