ଜଗତର ସମସ୍ତ ଲୋକ ମୃତ୍ୟୁଜନକ ମହାପାପ କରି ସ୍ୱର୍ଗରୁ ତଡ଼ା ଖାଇଥିଲେ। ତେଣୁ, ଆମ୍ଭେମାନେ ଯେ ପାପୀ, ଏହା ସର୍ବଦା ସ୍ମରଣ କରିବା, ଗର୍ବରୁ ଦୂରେଇ ରହିବା, ଏହି ମନ୍ଦ ଜଗତର ଅନୁରୂପ ନ ହେବା, ଏବଂ ଶାରୀରିକ ମୃତ୍ୟୁ ପରେ ଆସିବାକୁ ଥିବା ବିଚାରରୁ ପରିତ୍ରାଣ ପାଇବା ପାଇଁ ପଶ୍ଚତାପର ଜୀବନଯାପନ କରିବା ଉଚିତ୍।
ଯେଉଁମାନେ ପ୍ରକୃତରେ ପଶ୍ଚତାପ କରିଛନ୍ତି, ସେମାନେ ଅନ୍ୟମାନଙ୍କୁ ମଧ୍ୟ ପଶ୍ଚତାପ କରିବାକୁ ଆଣିବା ପାଇଁ ନିଜ ହୃଦୟ ଉତ୍ସର୍ଗ କରନ୍ତି। ଯେପରି ଶଲୋମନଙ୍କ ବିଚାରରେ ପ୍ରକୃତ ମାତା ଓ ନକଲି ମାତା ନିଜ ନିଜ କାର୍ଯ୍ୟ ଦ୍ୱାରା ପ୍ରକାଶିତ ହୋଇଥିଲେ, ସେହିପରି ଯେଉଁମାନେ ପରିତ୍ରାଣଦାୟକ ପଶ୍ଚତାପରେ ପହଞ୍ଚିଛନ୍ତି, ସେମାନଙ୍କ ହୃଦୟ ମଧ୍ୟ ନିଜ କାର୍ଯ୍ୟ ଦ୍ୱାରା ପ୍ରକାଶିତ ହୁଏ।
ମୁଁ ଧାର୍ମିକମାନଙ୍କୁ ଆହ୍ଵାନ କରିବା ନିମନ୍ତେ ଆସି ନାହିଁ, କିନ୍ତୁ ମନପରିବର୍ତ୍ତନ ନିମନ୍ତେ ପାପୀମାନଙ୍କୁ ଆହ୍ଵାନ କରିବା ପାଇଁ ଆସିଅଛି। ଲୂକ ୫:୩୨
ମୁଁ ତୁମ୍ଭମାନଙ୍କୁ କହୁଅଛି, ନା, କିନ୍ତୁ ମନ ପରିବର୍ତ୍ତନ ନ କଲେ ତୁମ୍ଭେମାନେ ସମସ୍ତେ ସେହିପରି ବିନଷ୍ଟ ହେବ। ଲୂକ ୧୩:୫
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି