ନୂତନ ନିୟମ ହେଉଛି ମାନବ ଜାତିକୁ, ଯାହା ପରମେଶ୍ବର ସୃଷ୍ଟି କରିଛନ୍ତି, ଅଧିକ ମୂଲ୍ୟବାନ କରେ ।
ନୂତନ ନିୟମର ସତ୍ୟ ହେଉଛି ସ୍ୱର୍ଗୀୟ ଧନ ଯାହା ସ୍ୱର୍ଗର ସ୍ୱର୍ଗଦୂତମାନେ ମଧ୍ୟ ଦେଖିବାକୁ ବହୁତ ଇଚ୍ଛା କରନ୍ତି ।
ପରମେଶ୍ବର ଏହି ସତ୍ୟକୁ କେବଳ ସ୍ୱର୍ଗର ଲୋକମାନଙ୍କୁ ଦେଇଛନ୍ତି ଯେଉଁମାନେ ସ୍ୱର୍ଗରାଜ୍ୟର ଉତ୍ତରାଧିକାରୀ ହୋଇପାରିବେ ।
ଯେଉଁମାନଙ୍କଠାରେ ନିସ୍ତାରପର୍ବର ରୋଟୀ ଏବଂ ଦ୍ରାକ୍ଷାରସକୁ ଖାଇବା ଏବଂ ପିଇବା ଦ୍ୱାରା
ପରମେଶ୍ବରଙ୍କ ମାଂସ ଏବଂ ରକ୍ତ ଅଛି, ଯାହାଙ୍କୁ ପରମେଶ୍ବର Made in God ବୋଲି କହିଥିଲେ,
ସେମାନେ ପରମେଶ୍ବରଙ୍କ ସନ୍ତାନ ହୋଇପାରବେ ।
ସେମାନେ ସିୟୋନରେ ଯେଉଁଠାରେ ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ଏବଂ ମାତା ପରମେଶ୍ୱର ବାସ କରନ୍ତି,
ପାପର କ୍ଷମା ଏବଂ ଅନନ୍ତ ଜୀବନର ଆଶୀର୍ବାଦ ଗ୍ରହଣ କରିପାରିବେ ।
“ସଦାପ୍ରଭୁ କହନ୍ତି, ଦେଖ, ଯେଉଁ ସମୟରେ ଆମ୍ଭେ ଇସ୍ରାଏଲ-ବଂଶ
ଓ ଯିହୁଦା-ବଂଶ ସହିତ ଏକ ନୂତନ ନିୟମ ସ୍ଥାପନ କରିବା,
ଏପରି ସମୟ ଆସୁଅଛି... ଆମ୍ଭେ ସେମାନଙ୍କ ଅନ୍ତରରେ ଆମ୍ଭର
ବ୍ୟବସ୍ଥା ରଖିବା ଓ ସେମାନଙ୍କ ହୃଦୟରେ ଆମ୍ଭେ ତାହା ଲେଖିବା;
ଆଉ, ଆମ୍ଭେ ସେମାନଙ୍କର ପରମେଶ୍ଵର ହେବା
ଓ ସେମାନେ ଆମ୍ଭର ଲୋକ ହେବେ ।”
ଯିରିମୀୟ ୩୧:୩୧-୩୩
ସେଥିରେ ଯୀଶୁ ସେମାନଙ୍କୁ କହିଲେ... ଯେ ମୋହର ମାଂସ ଭୋଜନ କରେ
ଓ ମୋହର ରକ୍ତ ପାନ କରେ, ସେ ଅନ; ଜୀବନ ପ୍ରାପ୍ତ ହୁଏ,
ଆଉ ମୁଁ ଶେଷ ଦିନରେ ତାହାକୁ ଉତ୍ଥାପନ କରିବି ।
ଯୋହନ ୬:୫୩-୫୪
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି