ପରମେଶ୍ବର ଆରମ୍ଭରୁ ଶେଷକୁ ଦେଖନ୍ତି ଏବଂ ମାନବଜାତିକୁ ପରିତ୍ରାଣର ପଥରେ ଆଗେଇ ନିଅନ୍ତି ।
ଯେପରି ଯିହୋଶୂୟ ଏବଂ କାଲେବ ଭବିଷ୍ୟତକୁ ଦେଖୁଥିବା ପରମେଶ୍ବରଙ୍କ ଆଜ୍ଞା
ପାଳନ କରି ତାଙ୍କ ବାକ୍ୟକୁ ବିଶ୍ୱାସ କରି ଉଦ୍ଧାର ପାଇଲେ,
ସେହିପରି ଆଜି ମଧ୍ୟ, ପରମେଶ୍ବର ସେମାନଙ୍କୁ ରକ୍ଷା କରନ୍ତି
ଯେଉଁମାନେ ସେମାନଙ୍କର ଚିନ୍ତାଧାରାକୁ ନୁହେଁ କିନ୍ତୁ ପରମେଶ୍ବରଙ୍କ ବାକ୍ୟ ଅନୁସରଣ କରନ୍ତି ।
ଯୀଶୁ ଏହା ଭବିଷ୍ୟଦ୍ବାଣୀ କରି ଯେ ପିତର ତାଙ୍କୁ ତିନିଥର ଅସ୍ୱୀକାର କରିବ
ଏବଂ ଇଷ୍କାରିୟୋତୀୟ ଯିହୁଦା ତାଙ୍କ ସହିତ ବିଶ୍ୱାସଘାତକତା କରିବ, ପରିତ୍ରାଣର କାର୍ଯ୍ୟ କଲେ ।
ସେହିପରି, ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ପୂର୍ବରୁ ଘୋଷଣା କରିଥିଲେ
ଯେ ସେ ତାଙ୍କର ମିଶନ ପୂରା କରିବା ପରେ ସ୍ୱର୍ଗକୁ ଯିବେ,
ଏବଂ ଆମ୍ଭମାନଙ୍କୁ ଶିଖାଇଲେ ଯେ ଆମେ ଆମ ପରିତ୍ରାଣ ପାଇଁ
ମାତା ପରମେଶ୍ୱରଙ୍କୁ ଅନୁସରଣ କରିବା ଉଚିତ୍ ।
ଆମ୍ଭେ ଶେଷ ବିଷୟ ଆଦିଠାରୁ ପ୍ରକାଶ କରୁ,
ପୁଣି ଯାହା ସାଧିତ ହୋଇ ନାହିଁ, ତାହା ପ୍ରାଚୀନ କାଳରୁ ଜଣାଉ,
ଆଉ କହୁ, ଆମ୍ଭର ମନ୍ତ୍ରଣା ସ୍ଥିର ହେବ
ଓ ଆମ୍ଭେ ଆପଣାର ସକଳ ମନୋରଥ ସିଦ୍ଧ କରିବା;
ଯିଶାଇୟ ୪୬:୧୦
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି