ଦଶ ଦିନିଆ ପର୍ବ ଯାହା ତୂରୀଧ୍ୱନି ପର୍ବରୁ ଆରମ୍ଭ ହୋଇ
ପ୍ରାୟଶ୍ଚିତ ଦିନ ପର୍ଯ୍ୟନ୍ତ ହୁଏ,
ଅନୁତାପ କରିବା ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସମୟ
ଯାହା ପରମେଶ୍ୱର ମାନବ ଜାତିକୁ ପ୍ରଦାନ କରିଛନ୍ତି ।
ଆସନ୍ତୁ ଆମ୍ଭେ ସେହି ପାପଗୁଡ଼ିକ ପାଇଁ ଅନୁତାପ କରିବା
ଯାହା ଆମ୍ଭେମାନେ ସ୍ୱର୍ଗରେ ଏବଂ ପୃଥିବୀରେ ମଧ୍ୟ କରିଅଛୁ
ବାଇବଲ ଆମ୍ଭମାନଙ୍କୁ ବାବିଲର ରାଜା ଏବଂ ସୋରର ରାଜା ଦ୍ୱାରା
ଆମ୍ଭମାନଙ୍କ ଅତୀତର ଜୀବନ ପାଇଁ ଜାଗ୍ରତ କରେ
ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ଏବଂ ସ୍ୱର୍ଗୀୟ ମାତା ଉଦ୍ଧାରର ପଥ, ନୂତନ ନିୟମ ସହିତ
ପୃଥିବୀକୁ ଆସିଲେ, ଯାହାଦ୍ୱାରା ସମସ୍ତ ମାନବ ଜାତି ସମ୍ପୂର୍ଣ୍ଣ ରୂପେ ଅନୁତାପ କରିପାରିବ ।
ଚର୍ଚ୍ଚ ଅଫ ଗଡ୍ ର ସଦସ୍ୟମାନେ ଅନୁତାପର ଜୀବନ ଯାପନ କରି ପରମେଶ୍ୱରଙ୍କ ବାକ୍ୟକୁ
ପାଳନ କରିବା ଏବଂ ପୁଣି ପାପରେ ସହଭାଗୀ ନ ହେବା ପାଇଁ ଚେଷ୍ଟା କରୁଛନ୍ତି ।
“କାଳ ସମ୍ପୂର୍ଣ୍ଣ ହେଲାଣି, ଈଶ୍ଵରଙ୍କ ରାଜ୍ୟ ସନ୍ନିକଟ; ମନ ପରିବର୍ତ୍ତନ କର ଓ ସୁସମାଚାରରେ ବିଶ୍ଵାସ କର ।” ମାର୍କ ୧:୧୫
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି