ପରମେଶ୍ୱର ନୀନିବୀ ଉପରେ ଆକ୍ରମଣ କରିବାକୁ ସ୍ଥିର କରିଥିବା ମହାମାରୀ ଆଣି ନଥିଲେ କାରଣ ସେମାନେ ସଚ୍ଚୋଟତାରେ ଅନୁତାପ କରିଥିଲେ, ଯଦିଓ ସେମାନେ ଅନ୍ୟ ଦେବତାମାନଙ୍କୁ ପାଳନ କରିଥିଲେ ଏବଂ ଇସ୍ରାଏଲକୁ ଦୁଃଖ ଦେଇଥିଲେ ।
ଯେତେବେଳେ ଡାହାଣ ପାର୍ଶ୍ୱରେ ଥିବା ଚୋର ଏବଂ ଅପବ୍ୟୟୀ ପୁତ୍ର ନିଜ ପିତାଙ୍କୁ ଛାଡି ଚାଲିଯାଇଥିଲା, ଅନୁତାପ କଲା, ସେମାନେ ଆଶୀର୍ବାଦ ପ୍ରାପ୍ତ ହେଲେ ।
ଏହି ସମସ୍ତ ମାଧ୍ୟମରେ, ପରମେଶ୍ୱର ମାନବଜାତିଙ୍କୁ ଦେଖାଇଲେ ଯେ ଯେତେବେଳେ ସେମାନେ ସେମାନଙ୍କର ପାପରୁ ଅନୁତାପ କଲେ, ସେମାନେ ବିପଦରୁ ରକ୍ଷା ପାଇପାରିବେ ।
ଏକ କଠିନ ଏବଂ ଜିଦ୍ଖୋର ମନ ଅନ୍ତିମ ବିଚାର ଦିନ ନିମନ୍ତେ ପରମେଶ୍ୱରଙ୍କ କ୍ରୋଧ ଅର୍ଜନ କରୁଛି ।
ଚର୍ଚ୍ଚ ଅଫ୍ ଗଡ୍ ର ସଦସ୍ୟମାନେ ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ଏବଂ ମାତା ପରମେଶ୍ୱରଙ୍କ ବାକ୍ୟ ମାଧ୍ୟମରେ ସମ୍ପୂର୍ଣ୍ଣ ଅନୁତାପର ମାର୍ଗ ଜଣା ପଡ଼ିଲା, ଏବଂ ସେମାନେ ଏହା ଆଶ କରୁଥାଇ କି ଅନ୍ୟମାନେ ମଧ୍ୟ ଅନୁତାପ ମାଧ୍ୟମରେ ଉଦ୍ଧାର ପାଇବେ, ବର୍ତ୍ତମାନ ନୂତନ ନିୟମର ସୁସମାଚାର ପ୍ରଚାର କରୁଛନ୍ତି ।
ଏଥିପାଇଁ ହେ ଇସ୍ରାଏଲ-ବଂଶ, ଆମ୍ଭେ ତୁମ୍ଭମାନଙ୍କର ପ୍ରତ୍ୟେକକୁ ତାହାର ଆଚାର ବ୍ୟବହାରାନୁସାରେ ବିଚାର କରିବା, ଏହା ପ୍ରଭୁ ସଦାପ୍ରଭୁ କହନ୍ତି । ତୁମ୍ଭେମାନେ ଫେର, ଆପଣାମାନଙ୍କର ସମସ୍ତ ଅପରାଧରୁ ବିମୁଖ ହୁଅ; ତହିଁରେ ଅଧର୍ମ ତୁମ୍ଭମାନଙ୍କର ବିନାଶଜନକ ନୋହିବ ।
ଯିହିଜିକଲ ୧୮:୩୦
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି