ପରମେଶ୍ୱ ଆମ୍ଭମାନଙ୍କୁ ଶିକ୍ଷା କଲେ ଯେ ଜଙ୍ଗଲରେ ସମସ୍ତ ପରୀକ୍ଷା ଓ ଅସୁବିଧା
ଯାହାର ଇସ୍ରାଏଲୀୟମାନେ ସମ୍ମୁଖୀନ କଲେ,ତାହା ଆମ୍ଭମାନଙ୍କ ନିମନ୍ତେ ଏକ ଶିକ୍ଷା ଅଟେ
ଯେଉଁମାନେ ଆଜି ବିଶ୍ୱାସର ଜୀବନରେ ବଞ୍ଚୁ ଅଛନ୍ତି ।
ଯଦିଓ ଆପଣ ପ୍ରଥମ ସ୍ଥାନରେ ଭଲରେ ଦୌଡ଼ନ୍ତି,
କିନ୍ତୁ ଯଦି ଆପଣ ଅଧା ମାର୍ଗରେ ହାର ମାନି ନିଅନ୍ତି, ତେବେ ଆପଣଙ୍କୁ ପୁରସ୍କାର ମିଳିବ ନାହିଁ ।
ସେହି ପ୍ରକାର, ଯେବେ ଆମ୍ଭେ ବିଶ୍ୱାସର ମାର୍ଗରେ ସମସ୍ତ ପରୀକ୍ଷାରେ ଜୟ ଲାଭ କରୁ,
ତେବେ ଆମ୍ଭେ ସ୍ୱର୍ଗୀୟ ପୁରସ୍କାର ପ୍ରାପ୍ତ କରି ପାରିବା; ଏବଂ ଯେବେ ଆମ୍ଭେ ପିତା ପରମେଶ୍ୱର
ଓ ମାତା ପରମେଶ୍ୱର ଉପରେ ଦୃଢ଼ ବିଶ୍ୱାସର ସହିତ ଆଗକୁ ବଢ଼ିବା,
ତେବେ ପରମେଶ୍ୱର ଆମ୍ଭମାନଙ୍କୁ ପରୀକ୍ଷାରୁ ମୁକ୍ତ ହେବାର ମାର୍ଗ ପ୍ରଦାନ କରନ୍ତି ।
ପୁଣି ତୁମ୍ଭେ ତାହାଙ୍କ ଆଜ୍ଞା ପାଳନ କରିବ କି ନାହିଁ, ଏ ବିଷୟରେ ତୁମ୍ଭର ପରୀକ୍ଷା ନେବା ପାଇଁ ଓ ତୁମ୍ଭର ମାନସ ଜାଣିବା ପାଇଁ ଓ ତୁମ୍ଭକୁ ନମ୍ର କରିବା ପାଇଁ ସଦାପ୍ରଭୁ ତୁମ୍ଭ ପରମେଶ୍ଵର ଏହି ଚାଳିଶ ବର୍ଷ ପ୍ରାନ୍ତର ମଧ୍ୟରେ ତୁମ୍ଭକୁ ଯେ ସକଳ ପଥରେ ଗମନ କରାଇଅଛନ୍ତି , ତାହା ସ୍ମରଣ କର । ଦ୍ୱିତୀୟ ବିବରଣ ୮:୨
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି