ସଂସାରର ସମସ୍ତ ବିଷୟ ପରମେଶ୍ୱରଙ୍କ ଇଚ୍ଛାନୁସାରେ ସୃଷ୍ଟି ଏବଂ ପରିଚାଳିତ କରାଯାଇଥାଏ ।
ଦୁଇ ହଜାର ବର୍ଷ ପୂର୍ବେ, ଯୀଶୁ ପଚାରିଲେ, "ମୁଁ ଯେ ଏହା କରି ପାରେ, ତାହା କି ବିଶ୍ଵାସ କରୁଅଛ?" ଏବଂ ଦୁଇ ଜଣ ଅନ୍ଧ ଲୋକଙ୍କର ବିଶ୍ବାସ ଦେଖି ଯୀଶୁ ସେମାନଙ୍କର ଚକ୍ଷୁ ଖୋଲିଦେଲେ ।
ସୁସମାଚାରର ସମସ୍ତ କାର୍ଯ୍ୟରେ, ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ପରମେଶ୍ୱରଙ୍କ ଠାରେ ବିଶ୍ୱାସ କରିବା ।
ଆଜି ସମଗ୍ର ବିଶ୍ୱ ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ଏବଂ ମାତା ପରମେଶ୍ୱରଙ୍କୁ ଆରାଧନା ଏବଂ ପ୍ରଶଂସା କରେ କାରଣ ପରମେଶ୍ୱର ସମସ୍ତ ବିଷୟକୁ ପୂର୍ଣ୍ଣ କରିଅଛନ୍ତି, ଯେପରି କୁହାଯାଇଅଛି, "ସମଗ୍ର ଜଗତରେ ସୁସମାଚାର ପ୍ରଚାର କରାଯିବ", ଏବଂ ପବିତ୍ର ଆତ୍ମାଙ୍କୁ ପ୍ରାପ୍ତ କରିଥିବା ସାଧୁମାନେ ବିଶ୍ୱାସ କଲେ ଏବଂ ସେହି ବାକ୍ୟଗୁଡ଼ିକୁ ଅଭ୍ୟାସ କଲେ ।
ଯୀଶୁ ସେଠାରୁ ଯାଉଥିବା ସମୟରେ ଦୁଇ ଜଣ ଅନ୍ଧ ପଛେ ପଛେ ଚାଲି ଉଚ୍ଚ ସ୍ଵର କରି କହିବାକୁ ଲାଗିଲେ, ହେ ଦାଉଦ-ସନ୍ତାନ, ଆମ୍ଭମାନଙ୍କୁ ଦୟା କରନ୍ତୁ ।
ମୁଁ ଯେ ଏହା କରି ପାରେ, ତାହା କି ବିଶ୍ଵାସ କରୁଅଛ? ସେମାନେ କହିଲେ, ହଁ, ପ୍ରଭୁ ।
ସେଥିରେ ସେ ସେମାନଙ୍କର ଚକ୍ଷୁ ସ୍ପର୍ଶ କରି କହିଲେ, ତୁମ୍ଭମାନଙ୍କ ବିଶ୍ଵାସ ଅନୁସାରେ ତୁମ୍ଭମାନଙ୍କ ପ୍ରତି ଘଟୁ ।
ତହିଁରେ ସେମାନଙ୍କର ଆଖି ଫିଟିଗଲା ।...
ମାଥିଉ ୯:୨୭-୩୦
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି