କିଛି ଚର୍ଚ୍ଚ କହନ୍ତି କି ସ୍ୱର୍ଗଦୂତ ପବିତ୍ର ଆତ୍ମାଙ୍କ ପରି କାର୍ଯ୍ୟ କରନ୍ତି, କିନ୍ତୁ ବାଇବଲର ୬୬ ପୁସ୍ତକରେ ଏପରି କୌଣସି ପଦ ନାହିଁ, ଯାହା କହିଥାଏ କି ସ୍ୱର୍ଗଦୂତ ପବିତ୍ର ଆତ୍ମା ଅଟେ ବା ସ୍ୱର୍ଗଦୂତ ପବିତ୍ର ଆତ୍ମାଙ୍କ ପରି କାର୍ଯ୍ୟ କରନ୍ତି । ପ୍ରେରିତ ପାଉଲ ଲେଖିଛନ୍ତି;
ଏବ୍ରୀ ୧:୧୪
『ଏମାନେ (ସ୍ୱର୍ଗଦୂତ) ସମସ୍ତେ କଅଣ ସେବାକାରୀ ଆତ୍ମା ନୁହନ୍ତି, ପୁଣି ପରିତ୍ରାଣର ଭାବୀ ଅଧିକାରୀମାନଙ୍କର ସେବା କରିବାକୁ କି ସେମାନେ ପ୍ରେରିତ ହୋଇ ନାହାନ୍ତି?』
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି