ପରମେଶ୍ବର ସ୍ୱର୍ଗରେ ଆମ ପାଇଁ ଅନେକ ପୁରସ୍କାର ପ୍ରସ୍ତୁତ କରିଛନ୍ତି ଏବଂ କୁହନ୍ତି, “ପ୍ରତ୍ୟେକ ଲୋକକୁ ତାହାର କର୍ମାନୁସାରେ ଫଳ ଦେବାକୁ ଆମ୍ଭର ପୁରସ୍କାର ଆମ୍ଭ ସଙ୍ଗରେ ଅଛି ।”
ଯେଉଁମାନେ କଠିନ ପରିଶ୍ରମ କରିଛନ୍ତି ସେମାନେ ବହୁତ ପୁରସ୍କାର ପାଇବେ: ନୋହଙ୍କୁ ଦିଆଯାଇଥିବା ଆଜ୍ଞାକାରୀତାର ପୁରସ୍କାର, ଯିଏ ପରମେଶ୍ବରଙ୍କ ବାକ୍ୟ ପାଳନ କରି ଉଦ୍ଧାର ହୋଇଥିଲେ, ମୋଶାଙ୍କୁ ଦିଆଯାଇଥିବା ଧୈର୍ଯ୍ୟର ପୁରସ୍କାର, ଅବ୍ରହାମଙ୍କୁ ଦିଆଯାଇଥିବା ବିଶ୍ୱାସର ପୁରସ୍କାର, ଯାକୁବଙ୍କୁ ଦିଆଯାଇଥିବା ଅନୁଭବର ପୁରସ୍କାର ଯିଏ ଆଶୀର୍ବାଦର ମୂଲ୍ୟକୁ ଅନୁଭବ କଲେ । ଯୋଦ୍ଧାଙ୍କର ପୁରସ୍କାର, ସାହସର ପୁରସ୍କାର, ନିଷ୍ଠାର ପୁରସ୍କାର, ଉତ୍ସାହର ପୁରସ୍କାର ।
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି