ଏକ କ୍ଷୁଦ୍ର ତରଭୁଜ ବିହନ ଯାହା ଚମତ୍କାର ଭାବରେ ଭୂମିରେ ଭାଙ୍ଗିଯାଏ, ନିଜ ଓଜନଠାରୁ ୨,୦୦,୦୦ ଗୁଣ ଭାରୀ ଏବଂ ଶହ ଶହ ମଞ୍ଜି ଧାରଣ କରିଥିବା ଏକ ସୁସ୍ୱାଦୁ ଫଳ ଉତ୍ପାଦନ କରେ । ସେହିଭଳି, ପରମେଶ୍ୱରଙ୍କ ବାକ୍ୟର ବିହନ ଏହି ପାପପୂର୍ଣ୍ଣ ଜଗତକୁ ଏକ ସୁନ୍ଦର ସ୍ଥାନରେ ପରିଣତ କରିବାର ମହାନ ଶକ୍ତି ଅଛି ।
ପରମେଶ୍ୱର ଆମକୁ ଆଜ୍ଞା ଦେଇଛନ୍ତି, “ଜଗତକୁ ରକ୍ଷା କରୁଥିବା ପରମେଶ୍ୱରଙ୍କ ବାକ୍ୟ ସମସ୍ତ ଲୋକଙ୍କୁ ପ୍ରଚାର କର ।” ପରମେଶ୍ୱରଙ୍କ ଏହି ଇଚ୍ଛା ଅନୁଯାୟୀ, ଆଜି, ଆମେ ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ଏବଂ ମାତା ପରମେଶ୍ୱରଙ୍କ ଜୀବନର ବାକ୍ୟକୁ ସମଗ୍ର ବିଶ୍ୱର ଲୋକଙ୍କ ହୃଦୟରେ ବୁଣୁଛୁ ଏବଂ ସମସ୍ତ ଦେଶକୁ ସ୍ୱର୍ଗର ଭରସା ଦେଉଛୁ । ଏହା ହେଉଛି ମିଶନ ଯାହା ପରମେଶ୍ୱର ଆମକୁ ଦାୟିତ୍ୱ ଦେଇଛନ୍ତି ।
କାରଣ ଯିଶାଇୟ କହନ୍ତି, ‘ହେ ପ୍ରଭୁ, କିଏ ଆମ୍ଭମାନଙ୍କ ସମ୍ଵାଦ ବିଶ୍ଵାସ କରିଅଛି?’ ଅତଏବ, ବିଶ୍ଵାସ ଶ୍ରବଣରୁ ଜାତ ହୁଏ ଓ ଶ୍ରବଣ ଖ୍ରୀଷ୍ଟଙ୍କ ବାକ୍ୟ ଦ୍ଵାରା ହୁଏ । କିନ୍ତୁ ମୁଁ କହେ, ସେମାନେ କି ଶୁଣି ନାହାନ୍ତି? ହଁ, ନିଶ୍ଚୟ; ସମୁଦାୟ ପୃଥିବୀରେ ସେମାନଙ୍କ ସ୍ଵର, ଆଉ ଜଗତର ସୀମା ପର୍ଯ୍ୟନ୍ତ ସେମାନଙ୍କ ବାକ୍ୟ ବ୍ୟାପିଗଲା ।
ରୋମୀୟ ୧୦:୧୬-୧୮
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି