ଯେତେବେଳେ ଆମ୍ଭେ ୟୁନସଙ୍କ ଏହି ମାନସିକତାର ସହିତ ସୁସମାଚାରର ପ୍ରଚାର କରିଥାଉ,
ଯେ ୧,୨୦,୦୦୦ ଲେକମାନଙ୍କୁ ପଶ୍ଚତାପ ନିମନ୍ତେ ପ୍ରେରିତ କଲେ,
ନାହିଁ ତାହାଙ୍କ ଏହି ମାନସିକତାର ସହିତ, ଯେ ବାହାର ବାତାବରଣରୁ ଭୟ କରି ପଳେଇଯାଇଥିଲା,
ତେବେ ଆମ୍ଭେ ସ୍ୱର୍ଗ ରାଜ୍ୟର ଆଶୀର୍ବାଦ ପ୍ରାପ୍ତ କରିପାରିବା
ଯାହା ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ଓ ମାତା ପରମେଶ୍ୱର ପ୍ରତିଜ୍ଞା କରିଛନ୍ତି ।
ଚର୍ଚ୍ଚ ଅଫ୍ ଗଡ୍ ର ସଦସ୍ୟ ସମସ୍ତ ମାନବ ଜାତିକୁ ସତ୍ୟ ପରମେଶ୍ୱରଙ୍କ ସହିତ ସାକ୍ଷାତ କରିବା,
ପଶ୍ଚତାପ କରିବା ଓ ପାପ କ୍ଷମା ପ୍ରାପ୍ତ ହେବାର ଆଶୀର୍ବାଦ ପ୍ରାପ୍ତ କରି
ସ୍ୱର୍ଗ ରାଜ୍ୟରେ ଫେରିବାର ଆଶୀର୍ବାଦ ଦେବା ପାଇଁ
ସାହସପୂର୍ବକ ପରିତ୍ରାଣର ସତ୍ୟ, ନୂତନ ନିୟମର ନିସ୍ତାର ପର୍ବର ପ୍ରଚାର କରନ୍ତି ।
ବାକ୍ୟ ପ୍ରଚାର କର, ସମୟରେ କି ଅସମୟରେ ସେଥିରେ ଉଦ୍ଯୋଗୀ ହୁଅ,
ପୂର୍ଣ୍ଣ ସହିଷ୍ଣୁତା ସହ ଶିକ୍ଷା ଦେଇ ଅନୁଯୋଗ କର, ପୁଣି ଧମକ
ଓ ଉତ୍ସାହ ଦାନ କର... ସୁସମାଚାର ପ୍ରଚାରକର କାର୍ଯ୍ୟସାଧନ କର,
ତୁମ୍ଭ ସେବାର କାର୍ଯ୍ୟ ସମ୍ପନ୍ନ କର ।
୨ତୀମଥି ୪:୨-୫
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି