ଯଦିଓ ପରମେଶ୍ୱର ଆମ୍ଭକୁ ସ୍ୱର୍ଗରାଜ୍ୟରେ ପ୍ରବେଶ କରିବାକୁ ତାଙ୍କର ଶିକ୍ଷା ଦିଅନ୍ତି, କିନ୍ତୁ ଯଦି ଆମ୍ଭେ ଆମ୍ଭର ଖରାପ ଅଭ୍ୟାସକୁ ସଂଶୋଧନ କରିବା ନାହିଁ, ତେବେ ଆମ୍ଭେ ତାଙ୍କର ଅବମାନନା କରୁ ଏବଂ ଶେଷରେ ସ୍ୱର୍ଗରାଜ୍ୟରେ ପ୍ରବେଶ କରିବାରେ ଆମ୍ଭେ ବିଫଳ ହୋଇପାରିବା ।
ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ଏବଂ ସ୍ୱର୍ଗୀୟ ମାତା ଚର୍ଚ୍ଚ ଅଫ୍ ଗଡ୍ ର ସଦସ୍ୟମାନଙ୍କୁ ବିଶ୍ରାମଦିନ ଏବଂ ନିସ୍ତାରପର୍ବ ଯେମିତି ପରମେଶ୍ବରଙ୍କ ଆଜ୍ଞାକୁ ପାଳନ କରିବା ଏବଂ ସର୍ବଦା ଆନନ୍ଦିତ ଏବଂ ଖୁସି ରହିବାର ଅଭ୍ୟାସ କରିବା ପାଇଁ ଶିଖାଇଲେ ଯାହା ଦ୍ୱାରା ସେମାନେ ଆଶୀର୍ବାଦ ପ୍ରାପ୍ତ ହେବେ ।
ଆମ୍ଭେ ତୁମ୍ଭର ସମୃଦ୍ଧି ସମୟରେ ତୁମ୍ଭକୁ କଥା କହିଲୁ; ମାତ୍ର ତୁମ୍ଭେ କହିଲ, ମୁଁ ଶୁଣିବି ନାହିଁ; ଆମ୍ଭ ବାକ୍ୟରେ ଅବଧାନ ନ କରିବାର ବାଲ୍ୟକାଳରୁ ତୁମ୍ଭର ଏପରି ବ୍ୟବହାର ହୋଇଅଛି ।
ଯିରିମୀୟ ୨୨:୨୧
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି