ପରମେଶ୍ୱର ଆମ୍ଭମାନଙ୍କୁ ପ୍ରଥମ ଆଜ୍ଞା “ପରମେଶ୍ୱରଙ୍କୁ ପ୍ରେମ କର” ଦେଇଛନ୍ତି, କାରଣ ସେ ଆମ୍ଭମାନଙ୍କୁ ପ୍ରେମ କରନ୍ତି । ଯଦି ଆମ୍ଭେ ପରମେଶ୍ୱରଙ୍କୁ ପ୍ରେମ ନ କରୁ, ତେବେ ଆମ୍ଭେ ମୃତ୍ୟୁର ଦାସତ୍ୱରେ ଚାଲିଯିବା । ଏଥିପାଇଁ ପ୍ରଥମ ଆଜ୍ଞା ପରମେଶ୍ୱରଙ୍କ ପ୍ରେମରୁ ଅଟେ ଯାହା ଆମ୍ଭମାନଙ୍କୁ ସ୍ୱର୍ଗରେ ନେଇ ଯିବାକୁ ଚାହେଁ ।
ଆମ୍ଭେ, ଚର୍ଚ୍ଚ ଅଫ୍ ଗଡ୍ ର ସଦସ୍ୟ, ପିତା ପରମେଶ୍ୱର ଆନ୍ ସାଙ୍ଗ୍ ହୋଙ୍ଗ୍ ଓ ମାତା ପରମେଶ୍ୱରଙ୍କ ପ୍ରେମକୁ ମନରେ ଉତ୍କୀର୍ଣ୍ଣ
କରୁଥାଇ ଯିଏ ଆମ୍ଭମାନଙ୍କୁ ମୃତ୍ୟୁରୁ ରକ୍ଷା କରିଛନ୍ତି, ତାହାଙ୍କ ସହିତ ଚାଲୁଅଛୁ ।
ଆମ୍ଭେ ଯାହା କିଛି ମଧ୍ୟ କରୁ, ପରମେଶ୍ୱରଙ୍କ ଆଜ୍ଞାଗୁଡ଼ିକୁ ପାଳନ କରୁଥାଇ ଅବା ସୁସମାଚାର ର ପ୍ରଚାର କରୁଥାଇ,
ସର୍ବଦା ପ୍ରଶନ୍ନ ଓ କୃତଜ୍ଞତାରେ ପରିପୂର୍ଣ୍ଣ ଥାଉ ।
ସେ ତାଙ୍କୁ କହିଲେ, “ତୁମ୍ଭେ ଆପଣାର ସମସ୍ତ ଅନ୍ତଃକରଣ, ସମସ୍ତ ପ୍ରାଣ ଓ ସମସ୍ତ ମନ ଦେଇ ପ୍ରଭୁ, ଆପଣା ଈଶ୍ଵରଙ୍କୁ ପ୍ରେମ କର । ଏହା ହିଁ ଶ୍ରେଷ୍ଠ ଓ ପ୍ରଥମ ଆଜ୍ଞା ।” ମାଥିଉ ୨୨:୩୭-୩୮
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି