୪୦ ଦିନର ଉପବାସ ପରେ ଶୟତାନ ଦ୍ୱାରା ଯୀଶୁଙ୍କ ପରୀକ୍ଷିତ ହେବା ଆମକୁ ଶିଖାଇଥାଏ
ଯେ ଆମେ କେବଳ ତେବେ ପରିତ୍ରାଣ ପ୍ରାପ୍ତ କରିପାରିବା ଯେବେ ଆମେ ପରମେଶ୍ୱରଙ୍କୁ ଗୌରବ ଦେଇଥାଉ
ଏବଂ ଯେବେ ଆମେ ଶୟତାନର ପ୍ରଲୋଭନ ଦ୍ୱାରା ପରୀକ୍ଷିତ ହେଉ ତେବେ ଆମେ ପରମେଶ୍ୱରଙ୍କଠାରୁ ଦୂରେଇଯାଉ ।
ରାଜା ହେରୋଦ ଓ ରାଜା ବେଲ୍ଶତ୍ସରରଙ୍କ ବିନାଶ ଦ୍ୱାରା, ଯେଉଁମାନେ ପରମେଶ୍ୱରଙ୍କ ପ୍ରତି ଦୃଷ୍ଟିପାତ କଲେ ନାହିଁ,
ଆମେ ଶିଖିପାରିବା ଯେ ଏହି ଯୁଗରେ ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ଓ ମାତା ପରମେଶ୍ୱରଙ୍କୁ
ଅନୁଭବ କରିବା ଏବଂ ତାହାଙ୍କ ପ୍ରତି ଦୃଷ୍ଟିପାତ କରିବା କାହିଁକି ଗୁରୁତ୍ୱପୂର୍ଣ୍ଣ ଅଟେ ।
ହାଲ୍ଲିଲୂୟା, କାରଣ ପ୍ରଭୁ ଆମ୍ଭମାନଙ୍କର ସର୍ବଶକ୍ତିମାନ ଈଶ୍ଵର ରାଜତ୍ଵ ଗ୍ରହଣ କରିଅଛନ୍ତି ।
ଆସ, ଆମ୍ଭେମାନେ ଆନନ୍ଦ ଓ ଉଲ୍ଲାସ କରୁ ଏବଂ ତାହାଙ୍କୁ ଗୌରବ ପ୍ରଦାନ କରୁ ।
ପ୍ରକାଶିତ ବାକ୍ୟ ୧୯:୬-୭
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି