ବିଶ୍ୱାସର ପଥରେ ଚାଲୁଥାଇ ବେଳେ ବେଳେ କଷ୍ଟ ଏବଂ ଅସୁବିଧା ହୋଇଥାଏ,
କିନ୍ତୁ ଯେତେବେଳେ ଆମ୍ଭେ ସମ୍ପୂର୍ଣ୍ଣ ବିଶ୍ୱାସ ରଖିବା ଏବଂ ଆୟୁବଙ୍କ ପରି କୌଣସି ବିଷୟକୁ ନେଇ
ଅଭିଯୋଗ କରିବା ନାହିଁ ତେବେ ଅନନ୍ତ ସ୍ୱର୍ଗ ରାଜ୍ୟ ପର୍ଯ୍ୟନ୍ତ ପହଞ୍ଚି ପାରିବା
ଯାହା ପରମେଶ୍ୱର ପ୍ରତିଜ୍ଞା କରିଛନ୍ତି ।
ଇସ୍ରାଏଲମାନେ ସର୍ବଦା ପରମେଶ୍ୱରଙ୍କ ସାମର୍ଥ୍ୟ ଭୁଲି ଯାଉଥିଲେ ଏବଂ ଜଙ୍ଗଲରେ ତାହାଙ୍କୁ ପରୀକ୍ଷା କଲେ,
ଆଉ ଯିହୁଦୀମାନେ ଯୀଶୁଙ୍କ ଜୀବନର ବାକ୍ୟକୁ ତିରସ୍କାର କଲେ
ଏବଂ କେବଳ ଏହି ବିଷୟର ଅବହେଳନା କଲେ କି ତୁମ୍ଭେ ଶରୀର ଧାରଣ କରି ଆସିଅଛ ।
ପବିତ୍ର ଆତ୍ମାଙ୍କ ଯୁଗରେ ମଧ୍ୟ ଯେଉଁମାନେ ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ଓ ମାତା ପରମେଶ୍ୱରଙ୍କ ଉପରେ
ବିଶ୍ୱାସ କରନ୍ତି ନାହିଁ ସେମାନଙ୍କ ପାଇଁ ପରମେଶ୍ୱର ଫାଶ ଓ ଫାନ୍ଦ ସ୍ୱରୂପ ହେବେ
ଆଉ ସେମାନେ ଶୟତାନଠାରୁ ଆସିଥିବା ପରୀକ୍ଷାର ସମ୍ମୁଖୀନ ହୁଅନ୍ତି ।
ସେମାନେ ପରମେଶ୍ଵରଙ୍କ ନିୟମ ପାଳନ କଲେ ନାହିଁ ଓ ତାହାଙ୍କ ବ୍ୟବସ୍ଥାନୁସାରେ ଚଳିବା ପାଇଁ ଅସ୍ଵୀକାର କଲେ; ସେମାନେ ତାହାଙ୍କ କାର୍ଯ୍ୟସକଳ, ସେମାନଙ୍କ ପ୍ରତି ପ୍ରକାଶିତ ତାହାଙ୍କ ଆଶ୍ଚର୍ଯ୍ୟ କ୍ରିୟାସକଳ ଭୁଲି ଗଲେ । ଗୀତସଂହିତା ୭୮:୧୦-୧୧
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି