ତାରକା ଆଲୋକର ରେଖା “ଯେଉଁ କାରଣରୁ ଆମେ ପରିବାର ଆବଶ୍ୟକ କରୁ” ସାଂସ୍କୃତିକ ମିଶନର ଅଂଶ ଭାବରେ ଚର୍ଚ୍ଚ ଅଫ୍ ଗଡ୍ ଦ୍ୱାରା ରଚନା କରାଯାଇଅଛି ।
ବିଭିନ୍ନ କାରଣରୁ ଏକକ ବ୍ୟକ୍ତି ପରିବାର ସଂଖ୍ୟାରେ ବୃଦ୍ଧି ଘଟିଛି ।
ତଥାପି, ସେମାନେ ଏକାକୀ ନୁହଁନ୍ତି ଯେହେତୁ ସେମାନଙ୍କ ହୃଦୟରେ ସେମାନଙ୍କର ପରିବାର ଅଛି, ଯେଉଁମାନେ ସର୍ବଦା ସେମାନଙ୍କ ସହିତ ଅଛନ୍ତି ।
ଏହା କେବଳ ଏକକ ବ୍ୟକ୍ତି ପରିବାର ପାଇଁ ନୁହେଁ, ବରଂ ଦୁନିଆର ସମସ୍ତ ଲୋକଙ୍କ ପାଇଁ ପ୍ରଯୁଜ୍ୟ ।
ଆମେ ସେହି ଲୋକମାନଙ୍କୁ ଉତ୍ସାହିତ କରିବାକୁ ଚାହୁଁଅଛୁ ଯେଉଁମାନେ ଏକାକୀ ଏହି ନିର୍ଜନ ଦୁନିଆରେ ସାହସର ସହିତ ଗତି କରୁଛନ୍ତି ।
ଏହି ଭିଡିଓରେ “ଆପଣଙ୍କ ପାଇଁ ତାରକା ଆଲୋକର ରେଖା” ବାଇବଲ ପଦ ପ୍ରକାଶିତ ବାକ୍ୟ ୪:୧୧ ରୁ ଆସିଛି ।
“ତୁମ୍ଭେ ସମସ୍ତ ସୃଷ୍ଟି କରିଅଛ, ଆଉ ତୁମ୍ଭ ଇଚ୍ଛାରେ ସେହିସବୁ ସତ୍ତ୍ଵ ପ୍ରାପ୍ତ ହୋଇ ସୃଷ୍ଟ ହୋଇଅଛି ।”ପ୍ରକାଶିତ ବାକ୍ୟ ୪:୧୧
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି