ବେଳେବେଳେ, ଦୁର୍ବଳତା ଆମ୍ଭମାନଙ୍କ ଭବିଷ୍ୟତକୁ ବାଧା ଦେଉଥିବା ପରି ମନେହୁଏ ।
କିନ୍ତୁ, ଯଦି ଆମ୍ଭେମାନେ ଆମ୍ଭମାନଙ୍କ ଦୁର୍ବଳତାକୁ ଭଲ ଭାବରେ ବ୍ୟବହାର କରୁ, ତେବେ ଏହା ଆମ୍ଭମାନଙ୍କ ଶକ୍ତି ହୋଇପାରେ ଯାହା ଆମ୍ଭମାନଙ୍କୁ ସଫଳତା ଆଡକୁ ନେଇଥାଏ ।
ଦୁର୍ବଳତାକୁ ଦୂର କରିବା ପାଇଁ ଆମ୍ଭେମାନେ ଉପଯୋଗୀ ଗାଇଡ୍ ଉପସ୍ଥାପନ କରୁ ।
ଭିଡିଓରେ ଉପସ୍ଥାପନ କରାଯାଇଥିବା ବାଇବଲ ପଦ ହେଉଛି ୨ କରିନ୍ଥୀୟ ୧୨:୯-୧୦ ।
ଆଉ, ସେ ମୋତେ କହିଅଛନ୍ତି, ଆମ୍ଭର ଅନୁଗ୍ରହ ତୁମ୍ଭ ନିମନ୍ତେ ଯଥେଷ୍ଟ,
କାରଣ ଦୁର୍ବଳତାରେ ଆମ୍ଭର ଶକ୍ତି ସିଦ୍ଧ ହୁଏ... ଯେତେବେଳେ ମୁଁ ଦୁର୍ବଳ, ସେତେବେଳେ ମୁଁ ବଳବାନ ।୨ କରିନ୍ଥୀୟ ୧୨:୯-୧୦
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି