ଯେବେ ପରମେଶ୍ୱର, ଯେ ଆଦ୍ୟରେ ବାକ୍ୟ ଥିଲେ, ଶରୀର ଧାରଣ କରି ପୃଥିବୀକୁ ଆସିଲେ,
ତେଣୁ ଏପରି ଯିହୂଦୀ ଥିଲେ ଯେଉଁମାନେ ବିଶ୍ୱାସ କଲେ ନାହିଁ ଓ ତାଙ୍କ ଉପରେ ପଥର ଫୋପାଡ଼ିବାକୁ
ଚେଷ୍ଟା କଲେ । କିନ୍ତୁ, ଅବ୍ରହାମ, ପ୍ରଥମ ଚର୍ଚ୍ଚର ପ୍ରେରିତ ଯୋହନ, ପାଉଲ ଏବଂ
ପିତରଙ୍କ ସମାନ ଲୋକମାନେ ଶରୀର ଧାରଣ କରି ଆସିଥିବା ପରମେଶ୍ୱରଙ୍କ ଆପଣା ସମ୍ପୂର୍ଣ୍ଣ ମନରେ ସେବା କଲେ ।
ଯେଉଁ ଲୋକମାନେ ପିତାଙ୍କ ଯୁଗରେ ସଦାପ୍ରଭୁ ପରମେଶ୍ୱର, ପୁତ୍ରଙ୍କ ଯୁଗରେ ଯୀଶୁ,
ଏବଂ ପବିତ୍ର ଆତ୍ମାଙ୍କ ଯୁଗରେ ଆନ୍ ସାଙ୍ଗ୍ ହୋଙ୍ଗ୍ ପରମେଶ୍ୱର ଓ
ମାତା ପରମେଶ୍ୱରଙ୍କ ବିଷୟରେ ସାକ୍ଷ୍ୟ ଦେବାର ମିଶନର ସହିତ କାର୍ଯ୍ୟ କରୁଛନ୍ତି,
ଏମାନେ ସେହି ଲୋକ ଅଟନ୍ତି ଯେଉଁମାନଙ୍କ ଭବିଷ୍ୟବାଣୀ “ଜାତି ଯାହାର ସୃଷ୍ଟି କରାଯିବ” ବିଷୟରେ କରାଯାଇଅଛି ।
“ମୁଁ ଓ ପିତା ଏକ ।”
ଯିହୁଦୀମାନେ ତାହାଙ୍କୁ ଫୋପାଡ଼ିବା ନିମନ୍ତେ ଆଉ ଥରେ ପଥର ଆଣିଲେ...
ଯିହୁଦୀମାନେ ତାହାଙ୍କୁ ଉତ୍ତର ଦେଲେ, “ଉତ୍ତମ କର୍ମ ନିମନ୍ତେ ଆମ୍ଭେମାନେ ତୋତେ
ଫୋପାଡ଼ୁ ନାହୁଁ, କିନ୍ତୁ ଈଶ୍ଵରନିନ୍ଦା ନିମନ୍ତେ, ପୁଣି ତୁ ମନୁଷ୍ୟ ହୋଇ
ଆପଣାକୁ ଈଶ୍ଵର ବୋଲାଉଥିବାରୁ ।”
ଯୋହନ ୧୦:୩୦-୩୩
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି