ଯେ କୌଣସି ଜୀବିତ ପ୍ରାଣୀ, ଜୀବଜନ୍ତୁ କିମ୍ବା ଉଦ୍ଭିଦ ବିନା ଦୁନିଆ ଏକ ଭୟଙ୍କର ଦୁନିଆ ହେବ । ଯେହେତୁ ଏହି ଜଗତ ଆତ୍ମିକ ଭାବରେ ଜୀବନ ଏବଂ ଆଶାଶୂନ୍ୟ ଅଟେ, ତେଣୁକରି ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ଏବଂ ମାତା ପରମେଶ୍ୱର ଜଗତକୁ ଜୀବନ ପ୍ରଦାନ କରିବା ନିମନ୍ତେ ଆସିଲେ ।
୨୦୦୦ ବର୍ଷ ପୂର୍ବେ ପ୍ରେରିତ ପାଉଲଙ୍କ ପରି, ଚର୍ଚ୍ଚ ଅଫ୍ ଗଡ୍ ର ସଦସ୍ୟଙ୍କ ମଧ୍ୟରେ, ଯେଉଁମାନେ କି ପରମେଶ୍ୱରଙ୍କ ଠାରୁ ଜୀବନ ପ୍ରାପ୍ତ କରିଥିଲେ, ଅନେକ ବିଷୟ ଖ୍ରୀଷ୍ଟଙ୍କ ଠାରେ ସମ୍ବନ୍ଧିତ ଥିଲା, ଏବଂ ସେମାନେ ଜଗତକୁ ଜୀବନ ଭାଗ କରିବାର ସେମାନଙ୍କର ମିଶନକୁ ସମ୍ପାଦନ କରନ୍ତି ।
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି