ସମଗ୍ର ବିଶ୍ୱକୁ ଧୋକା ଦେବା ନିମନ୍ତେ ମିଥ୍ୟା ଯେତେ ଶକ୍ତିଶାଳୀ ହେଉନା କାହିଁକି, ଏହା ଶେଷରେ ସତ୍ୟର ସମ୍ମୁଖରେ ନଷ୍ଟ ହୋଇଯିବ ଏବଂ ବାଇବଲ ଅନୁଯାୟୀ ବିଚାର କରାଯିବ, ଯାହା କହିଥାଏ, “ସେମାନଙ୍କର ଅନ୍ତ ସେମାନଙ୍କର କର୍ମାନୁସାରେ ହେବ ।”
ରବିବାରର ଆରାଧନା ଏବଂ ଖ୍ରୀଷ୍ଟମାସ, ଯାହାକି ବାଇବଲରେ ନାହିଁ, କେବେ ମଧ୍ୟ ପରିତ୍ରାଣ ଦେଇପାରିବ ନାହିଁ ।
ଚର୍ଚ୍ଚ ଅଫ୍ ଗଡ୍ ର ସଦସ୍ୟମାନେ ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ଏବଂ ମାତା ପରମେଶ୍ୱରଙ୍କ ଦ୍ୱାରା ଶିଖାଯାଇଥିବା ବାଇବଲର ଆଜ୍ଞାକାରିତାରେ ଖ୍ରୀଷ୍ଟଙ୍କ ଶିକ୍ଷାକୁ ଅନୁସରଣ କରିବାକୁ ଯଥାସମ୍ଭବ ପ୍ରୟାସ କରୁଅଛନ୍ତି ।
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି